Boudha crime news
ଜିଲ୍ଲା 

ଗାଈ ଚୋରାଚାଲାଣ ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଗାଈ ଚୋରାଚାଲାଣ ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ବୁଧବାର ଏକ ଗଂଜେଇ ଚୋରା ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷର ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୬.୪.୨୦୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗର ସବ ଇନିସପେକଫର ରମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମଚାରୀ ମାନେ ବୌଦ୍ଧ ଥାନା ଅର୍ନ୍ତଗତ ମଲିକପଡା ଗା୍ରମ ଅଞ୍ଚଳରେ ଅବକାରୀ ତନଖି କାର୍ଯ୍ୟ କରୁଥିଲେ । ଅବକାରୀ କର୍ମଚାରୀ ମାନେ ବିଶେଷ ସୂତ୍ରରୁ […]
Read More...

Advertisement