Bombay High Court
ଦେଶ- ବିଦେଶ 

କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ଝଟକା : ଅବୈଧ ନିର୍ମାଣ ଉପରେ ବୁଲିବ ବୁଲଡୋଜ଼ର

କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ଝଟକା : ଅବୈଧ ନିର୍ମାଣ ଉପରେ ବୁଲିବ ବୁଲଡୋଜ଼ର ମୁମ୍ବାଇ:କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ମୁମ୍ବାଇ ହାଇକୋର୍ଟଙ୍କ ଝଟକା I ନାରାୟଣ ରା଼ଣେଙ୍କର ଜୁହୁସ୍ଥିତ ବଙ୍ଗଳାରେ ନିର୍ମାଣ ହୋଇଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇବାକୁ ମୁମ୍ବାଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I ବ୍ରିହାନ୍‌ମୁମ୍ବାଇ ମହାନଗରପାଳିକା ବା ବିଏମ୍‌ସିକୁ ଏଥିପାଇଁ କୋର୍ଟ ୨ ସପ୍ତାହ ସମୟ ଦେଇଛନ୍ତି। ଏହାସହିତ ତାଙ୍କ ଉପରେ ୧୦ଲକ୍ଷ ଟଙ୍କା ର ଜୋରିମାନା ମଧ୍ୟ ଲଗାଯାଇଛି I ସୂଚନାନୁସାରେ ନାରାୟଣ ରା଼ଣେଙ୍କର ବଙ୍ଗଳାର ଉଚ୍ଚତା ର ପରମିସନ ୧୧ ମିଟର ଥିବାବେଳେ I ଏହା […]
Read More...
ଦେଶ- ବିଦେଶ 

ଇଡି ଗିରଫରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ଇଡି ଗିରଫରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମୁମ୍ବାଇ : ନଭେମ୍ବର ୦୨: ବେଆଇ ଆର୍ଥିକ କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି । ଅର୍ଥ କାରବାର ନେଇ ଇଡି ଅଧିକାରୀ ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି ତାଙ୍କୁ ପଚରାଉରା କରିଥିଲା । କୌଣସି ସନୋଷଜନକ ଉତ୍ତର ନମିଳିବାରୁ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ରିପୋର୍ଟ ଅନୁସାରେ, ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ସହିତ ରିମାଣ୍ଡରେ ନେବାକୁ ଇଡି ଆବେଦନ […]
Read More...

Advertisement