Bollywood actor
ମନୋରଞ୍ଜନ 

ଦୁଷ୍ଟ ନାୟକ

ଦୁଷ୍ଟ ନାୟକ ଅନେକ ଦିନ ଧରି ବଲିଉଡରେ ଖଳନାୟକଙ୍କୁ ଦର୍ଶକ ଘୃଣା କରୁଥିବାର ଦେଖିବାକୁ ମିଳିଥାଏ । ହେଲେ ଧୀରେଧୀରେ ଏହି ଧାରା ବଦଳୁଛି । ବର୍ତ୍ତମାନ ଖଳନାୟକ ଭୂମିକାରେ ଦେଖିବାକୁ ମିଳୁଛନ୍ତି ଅନେକ ସୁପଷ୍ଟାର, ଯେଉଁମାନେ ଦିନେ ନାୟକ ଚରିତ୍ର ପାଇଁ ପରିଚିତ ଥିଲେ । ବର୍ତ୍ତମାନ ଯେପରି ଖଳନାୟକ ଚରିତ୍ର ଫିଲ୍ମ ଗୁଡିକର ନୂଆ ନାୟକ...
Read More...
ମନୋରଞ୍ଜନ 

ଫି’ ବଢ଼ାଉଛନ୍ତି ଜନ୍‌

ଫି’ ବଢ଼ାଉଛନ୍ତି ଜନ୍‌ ମୁମ୍ବାଇ: ଜନ୍‌ ଆବ୍ରାହମ୍‌ ବଲିଉଡ୍‌ର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତା । ସେ ଗୋଟେ ପରେ ଗୋଟେ ଦମଦାର ଆକ୍ସନ ଫିଲ୍ମ କରିବାରେ ଲାଗିଛନ୍ତି ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ଆକ୍ସନ ଅବତାରକୁ ବେଶ୍‌ ପସନ୍ଦ କରୁଛନ୍ତି । ଗତ ବର୍ଷ ତାଙ୍କର ତିନୋଟି ଫିଲ୍ମ ମୁକ୍ତିଲାଭ କରିଥିଲା । ସମସ୍ତ ଫିଲ୍ମ ମଧ୍ୟ ହିଟ୍‌ । ଆଗକୁ ମଧ୍ୟ ଜନ୍‌ଙ୍କ ତିନୋଟି ବଡ଼ ଫିଲ୍ମ ଲାଇନ୍‌ରେ ରହିଛି । ଏହା ବ୍ୟତୀତ ଖବର ଆସିଛି ଯେ […]
Read More...
ମନୋରଞ୍ଜନ 

୧୪ ବର୍ଷ ପରେ ରିଲିଜ୍‌ ହେଲା ଇର୍‌ଫାନଙ୍କ ଫିଲ୍ମ

୧୪ ବର୍ଷ ପରେ ରିଲିଜ୍‌ ହେଲା ଇର୍‌ଫାନଙ୍କ ଫିଲ୍ମ ମୁମ୍ବାଇ: କରୋନା କଟକଣା ଯୋଗୁଁ ବଲିଉଡ୍‌ର ନାମୀଦାମୀ ସେଲିବ୍ରେଟି ଓଟିଟି ପ୍ଲାଟଫର୍ମରେ ଡେବୁ୍ୟ କରୁଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଏପରିକି ସେହି ଲୋକଙ୍କୁ ମଧ୍ୟ ଡିଜିଟାଲ ପରିଚୟ ମିଳିଛି, ଯେଉଁମାନଙ୍କୁ ଆଗରୁ କେହି ଚିହ୍ନି ନଥିଲେ । ସେପଟେ ଦିବଂଗତ ଅଭିନେତା ଇରଫାନ ଖାନଙ୍କ ଏପରି ଏକ ଫିଲ୍ମ ଥିଲା, ଯାହା କେବେ ବି ରିଲିଜ୍‌ ହୋଇପାରିନଥିଲା । ହେଲେ ଏବେ ଏହି ଫିଲ୍ମ ୧୪ ବର୍ଷ ପରେ ମୁକ୍ତିଲାଭ କରିଛି । ବର୍ଷିଆନ […]
Read More...
ମନୋରଞ୍ଜନ 

ସାଇକୋ ଥ୍ରୀଲର ଅଭିନେତା ଅର୍ଜୁନ

ସାଇକୋ ଥ୍ରୀଲର ଅଭିନେତା ଅର୍ଜୁନ ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ ‘ଦ ଲେଡି କିଲର୍‌’ର ଘୋଷଣା କରିଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଜୟ ବହଲ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ । ଅଭିନେତା ଅର୍ଜୁନ ନିଜେ ଫିଲ୍ମର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମଟି ଥ୍ରୀଲର୍‌, ରୋମାନ୍ସ, ଇମୋଶନ ଏବଂ ସସ୍‌ପେନ୍ସରେ ଭରପୂର ରହିଛି । ଏଥିରେ ଅର୍ଜୁନ କପୁର ଏକ ଛୋଟ ସହରରେ ପ୍ଲେ ବୟ ଭୂମିକାରେ ଅଭିନୟ କରୁଛନ୍ତି […]
Read More...
ମନୋରଞ୍ଜନ 

ଆର୍‌ ବାଲକୀଙ୍କ ଫିଲ୍ମରେ ସନି

ଆର୍‌ ବାଲକୀଙ୍କ ଫିଲ୍ମରେ ସନି ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଷ୍ଟାର ସନି ଦେୱଲ ପୁଣି ଥରେ ସିଲଭର ସ୍କ୍ରିନରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତି କରୁଛନ୍ତି । ସେ ଶେଷ ଥର ପାଇଁ ୨୦୧୯ରେ ରିଲିଜ୍‌ ଫିଲ୍ମ ବ୍ଲାଙ୍କ୍‌ରେ ନଜର ଆସିଥିଲେ । ଏବେ ତାଙ୍କର ନୂଆ ଫିଲ୍ମ ଚୁପ୍‌: ଦ ରିଭେଞ୍ଜ୍‌ ଅଫ୍‌ ଦ ଆର୍ଟିଷ୍ଟ୍‌ର ମେଗା ଘୋଷଣା ହୋଇଛି । ସନି ଦେୱଲ ଏଥର ଆକ୍ସନ ନୁହେଁ ବରଂ ସାଇକୋ ଥ୍ରୀଲର ଫିଲ୍ମ ନେଇ ପରଦାକୁ ଆସୁଛନ୍ତି । […]
Read More...

Advertisement