BOLLIWOOD
ମନୋରଞ୍ଜନ 

ଚର୍ଚ୍ଚାରେ ରଣବୀର

ଚର୍ଚ୍ଚାରେ ରଣବୀର ରଣବୀର ସିଂ ବର୍ତ୍ତମାନ ଅନେକ କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି କଥା ପାଇଁ ସେ ବିବାଦରେ ଥିବାବେଳେ କିଛି ପାଇଁ ଚର୍ଚ୍ଚାରେ । ନିକଟରେ କାନ୍ତାରା ଫିଲ୍ମକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଖୁବ ବିବାଦରେ ରହିଥିଲେ ରଣବୀର । ସେଥିରେ ଥିବା ଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ପରେ...
Read More...
ମନୋରଞ୍ଜନ 

ଘୁଞ୍ଚିଲା ଫିଲ୍ମ ଲାଲ୍‌ ସିଂ ଚଡାର ରିଲିଜ ଡେଟ୍‌

ଘୁଞ୍ଚିଲା ଫିଲ୍ମ ଲାଲ୍‌ ସିଂ ଚଡାର ରିଲିଜ ଡେଟ୍‌ ମୁମ୍ବାଇ: ଫେବୃଆରୀ ୧୭: ନିକଟରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂ ଚଡା ନିଜର ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ୩ ଖାନଙ୍କ ମଧ୍ୟରୁ ସବୁଠୁ ରାଗି ଖାନ୍‌ ଅର୍ଥାତ ହିଟ୍‌ ମେସିନ ଆମିର ଖାନ୍‌ ନିଜ ଅଭିନୀତ ପିଲ୍ମ ଲାଲ ସିଂ ଚଡାର ରିଲିଜ ଡେଟ ଘୁଞ୍ଚାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିର୍ଦ୍ଧାରିତ ଡେଟରେ ତେଲୁଗୁ ଷ୍ଟାର ୟାଶଙ୍କ ଅଭିନୀତ ଫିଲ୍ମ କେଜିଏଫ୍‌-୨ ରିଲିଜ ହେବାକୁ ଯାଉଛି […]
Read More...
ମନୋରଞ୍ଜନ 

ଚର୍ଚ୍ଚାରେ ଫିଲ୍ମ ଲାଲ୍‌ ସିଂ ଚଡ୍ଡ।

ଚର୍ଚ୍ଚାରେ ଫିଲ୍ମ ଲାଲ୍‌ ସିଂ ଚଡ୍ଡ। ମୁମ୍ବ।ଇ: ଜାନୁଆରୀ ୨୨: ବଲିଉଡ ଅଭିନେତ। ଅମିର ଖ।ନ ତ।ଙ୍କର ଫିଲ୍ମ ଲ।ଲ ସିଂହ ଚଡ୍ଡ। ପ।ଇଁ ଏବେ ଚର୍ଚ୍ଚ।ରେ । କରୋନ। ଭ।ଇରସ କ।ରଣରୁ ସ୍ଥିତିକୁ ଦୃଷ୍ଟିରେ ରଖି କୁହ।ଯ।ଉଥିଲ। ଯେ, ଫିଲ୍ମ ଲ।ଲ ସିଂହ ଚଡ୍ଡ। ଏପ୍ରିଲ ୧୪ରେ ସିନେମ। ହଲରେ ରିଲିଜ ହେବ ନ।ହିଁ । ଅନ୍ୟପଟେ ଗୁଜବ ହେଉଥିଲ। କି କେଜିଏଫ ଚ।ପ୍ଟର ୨ ପ।ଇଁ ଅମିର ଖ।ନ ନିଜର ଫିଲ୍ମର ରିଲିଜ୍ ତ।ରିଖ ବଦଳ।ଇ ପ।ରନ୍ତି। କ।ରଣ ଦୁଇଟି ଫିଲ୍ମ […]
Read More...

Advertisement