Bolangir News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବନୀକରଣ ଯୋଜନା ବାଟବଣା: କାମ ନକରି ବି ଟଙ୍କା ପାଉଛନ୍ତି ଶ୍ରମିକ
Published On
By Samaya Live
ବଲାଙ୍ଗିର : ସରକାରଙ୍କ ବନୀକରଣ ଯୋଜନା ଗୁଡ଼ିକରେ ଶ୍ରମିକ କାମ କରୁନାହାନ୍ତି । ହେଲେ, ଟଙ୍କା ପାଉଛନ୍ତି । ଆଉ ସେହି ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ତଳୁ ଉପର ଯାଏ ଅଧିକାରୀ ଓ କର୍ମଚାରୀ । ଏଭଳି କିଛି ତଥ୍ୟ ଏବେ ଭିଜିଲାନ୍ସ ସାମ୍ନାକୁ ଆଣିଛି । ଯାହାକି ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୦ ତାରିଖ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଫରେଷ୍ଟର ହରିହର ସ୍ୱାଇଁ । ଭିଜିଲାନ୍ସ ଟିମ୍ […]
ଅସ୍ତ୍ରୋପଚାର ବେଳେ ତ୍ରୁଟି, ହାତ ହରାଇବେ ମହିଳା
Published On
By Samaya Live
ଟିଟିଲାଗଡ଼ : ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଏକ ତ୍ରୁଟି ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କୁ ଏକ ଭୁଲ୍ ଇଞ୍ଜେକ୍ସନ ଦିଆଯାଇଛି । ଏଥିପାଇଁ ସମ୍ପୃକ୍ତ ମହିଳାଙ୍କୁ ହାତ ହରାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଏହା ଜାଣିବାପରେ ମହିଳାଙ୍କ ପରିବାର ଲୋକେ ଅସ୍ତ୍ରୋପଚାର ଦାୟିତ୍ୱରେ ଥିବା ଡାକ୍ତର, ଫାର୍ମାସିଷ୍ଟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି । […]
ଅମ୍ଫାନ ବେଳେ ଅଘଟଣ: ମାଛମରା ଜାଲରେ ଛନ୍ଦି ହୋଇ ଜଣେ ମୃତ
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 20:ବାତ୍ୟା ଅମ୍ପନକୁ ନେଇ ବୁଧବାର ସମଗ୍ର ରାଜ୍ୟ ଆତଙ୍କୀତ ଅବସ୍ଥାରେ ଥିଲାବେଳେ ବଲାଙ୍ଗୀର ମୁରିବାହାଲରେ ଏକ ଅଘଟଣ ଘଟିଛି । ହଳଦୀ ପଞ୍ଚାୟତରେ ଥିବା ଡଙ୍ଗରପଡ଼ା ସାଗରରେ ମାଛ ମାରୁଥିବା ବେଳେ ପାଣିରେ ବୁଡ଼ି ତୁଳସୀ କଟା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲଖନା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ବାସୀନ୍ଦା । ବୁଧବାର ସକାଳୁ ସେ […]

