Blackmailing Queen will be remanded by Commissionerate Police
ଓଡ଼ିଶା  ଅପରାଧ 

ବ୍ଲାକ୍‌ମେଲିଂ କୁଇନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ

ବ୍ଲାକ୍‌ମେଲିଂ କୁଇନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ଭୁବନେଶ୍ୱର:ବ୍ଲାକ୍‌ମେଲିଂ କୁଇନ ଅର୍ଚନା ନାଗଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ I ବ୍ଲାକ୍‌ମେଲିଂ କରି ଅର୍ଥ ରୋଜଗାର କରୁଥିବା ଅଭିଯୋଗ ରେ ଗତ ୫ ତାରିଖ ସକାଳେ ତାଙ୍କୁ ପୋଲିସ ଗିରଫ କରିଥିଲା I ବର୍ତ୍ତମାନ ସେ ଝାରପଡା ଜେଲରେ ରହିଛନ୍ତି I ତେବେ ତାଙ୍କ ପାଖରୁ ଅଧିକ ତଥ୍ୟ ହାସଲ କରିବା ଲାଗି ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଖାଲି ସେତିକିନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। […]
Read More...

Advertisement