BJP chief JP Nadda
ରାଜନୀତି  ଓଡ଼ିଶା 

ଓଡ଼ିଶାରେ ବିଜେପି ଅଧକ୍ଷ୍ୟ ଜେପି ନଡ୍ଡା,ଜନତା ମୈଦାନରେ ବିଶାଳ ସମାବେଶ

ଓଡ଼ିଶାରେ ବିଜେପି ଅଧକ୍ଷ୍ୟ ଜେପି ନଡ୍ଡା,ଜନତା ମୈଦାନରେ ବିଶାଳ ସମାବେଶ ଭୁବନେଶ୍ୱର : ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ.ପି.ନଡ୍ଡା । ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେପି ନଡ୍ଡା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାର ରଣନୀତି ଆରମ୍ଭ କରୁଛି । ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ […]
Read More...

Advertisement