bjd bjp congress
ରାଜନୀତି  ଓଡ଼ିଶା 

ବ୍ରଜରାଜନଗର ଉପନିର୍ବାଚନର ମତଦାନ ଆରମ୍ଭ

ବ୍ରଜରାଜନଗର ଉପନିର୍ବାଚନର ମତଦାନ ଆରମ୍ଭ ବ୍ରଜରାଜନଗର: ମଇ ୩୧: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ । ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍‌ ପାଇଁ ମୋଟ ୧୨୨୮ ପୋଲିଂ […]
Read More...
ରାଜନୀତି 

ବ୍ରଜରାଜନଗର ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ଦଳ

ବ୍ରଜରାଜନଗର ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ଦଳ ଝାରସୁଗୁଡା: ମଇ ୧୨: ବ୍ରଜରାଜନଗର ଉପର୍ନିବାଚନ ପାଇଁ ନାମାଙ୍କନର ଶେଷଦିନ । ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ । ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି କାଲି ପୂର୍ବାହ୍ନରେ ଝାରସୁଗୁଡା ହେରୁଆ ଛକରୁ ବିଶାଳ ଶୋଭଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବେ । ଏଥିରେ ୫ ହଜାରରୁ ଅଧିକ ଲୋକ […]
Read More...

Advertisement