birmaharajpure
ଜିଲ୍ଲା 

ବୀରମହାରାଜପୁର ଉପଖଣ୍ଡରେ ଜଙ୍ଗଲି ହାତୀଙ୍କ ଉପଦ୍ରବ

ବୀରମହାରାଜପୁର ଉପଖଣ୍ଡରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ବୀରମହାରାଜପୁର/ ଉଲୁଣ୍ଡା : ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ଏବେ ଜଙ୍ଗଲି ହାତୀ ଆସି ଉପଦ୍ରବ ଆରମ୍ଭ କଲେଣି । ଜଙ୍ଗଲି ହାତୀ ଦଳ ଆସି ପ୍ରଥମେ ଉଲୁଣ୍ଡା ବ୍ଲକ୍‌ ହିକୁଡି ଗ୍ରାମରେ ରହିଥିଲେ । ଏହି ହାତୀଦଳ ବୁଧବାର ରାତିରେ ଉଲୁଣ୍ଡା ବ୍ଲକ୍‌ ମହଦା ପଞ୍ଚାୟତ ଗୁମୁରଡୁଲା ଗ୍ରାମକୁ ଆସି ଅନେକ ଧାନ ଫସଲ ମାଡ଼ି ନଷ୍ଟ କରିଦେଇଛନ୍ତି । ସୂଚନା ଅନୁସାରେ, ଏହି ହାତୀ ଦଳରେ ଗୋଟିଏ ଦନ୍ତା ସହ ଚାରୋଟି ବଡ଼ ହାତୀ […]
Read More...

Advertisement