Bhuvan Jai
Feature 

୮ ବର୍ଷ ବୟସରେ ୟୁରୋପର ଉଚ୍ଚତମ ଶୃଙ୍ଗ ଚଢ଼ି ରେକର୍ଡ

୮ ବର୍ଷ ବୟସରେ ୟୁରୋପର ଉଚ୍ଚତମ ଶୃଙ୍ଗ ଚଢ଼ି ରେକର୍ଡ ଆନ୍ଧ୍ରପ୍ରଦେଶ: ସେପ୍‌ଟେମ୍ବାର ୨୩: ଆଠ ବର୍ଷ ବୟସରେ ପିଲାମାନେ ଖେଳକୂଦରେ ସମୟ ଅତିବାହିତ କରିଥାଆନ୍ତି । ହେଲେ ଆନ୍ଧ୍ରପ୍ରଦେଶର ଆଠ ବର୍ଷର ପିଲା ରଚିଛନ୍ତି ରେକର୍ଡ । ୮ବର୍ଷୀୟ ଗନ୍ଧମ ଭୂବନ ଜୟ ୟୁରୋପ ମହାଦୀପର ସବୁଠାରୁ ଉଚ୍ଚା ଶିଖର ମାଉଣ୍ଟ ଏଲବ୍ରସ୍‌ ଚଢିବା ସହିତ ସେଠାରେ ତ୍ରିରଙ୍ଗା ଉଡାଇବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ଦୁଇ ପର୍ବତ ଆରୋହୀ ଅନମିଶ ବର୍ମା ଓ କେ ଶଙ୍କରୈଆ ମଧ୍ୟ ଏହି ଶିଖର ଚଢିଛନ୍ତି । […]
Read More...

Advertisement