bhubanewsar news
ଓଡ଼ିଶା 

ବିଧ।ନସଭ। ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ

ବିଧ।ନସଭ। ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ ଭୁବନେଶ୍ୱର: ଡିସେମ୍ବର ୦୧: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୨୬ ଦିନିଆ କାର୍ଯ୍ୟ ଦିବସରେ ୨୦୨୧-୨୨ ବର୍ଷ ପାଇଁ ଅତିରିକ୍ତ ବଜେଟ ପାରିତ ହେବ । ତେବେ ଚଳିତ ଥର ମଧ୍ୟ ସମ୍ପୂର୍ଣ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ଚାଲିବ। ସକାଳ ୧୦.୩୦ ରୁ ୦୧.୩୦ ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହ ଚାଲିବ। ପ୍ରଥମ ଦିନରେ ସକାଳ […]
Read More...

Advertisement