bhubaneswar new traffic rule
ଓଡ଼ିଶା 

ଗାଡି ୫୦ରୁ ସ୍ପିଡ ହେଲେ ଗଣିବେ ୭୦୦୦ ଟଙ୍କା

ଗାଡି ୫୦ରୁ ସ୍ପିଡ ହେଲେ ଗଣିବେ ୭୦୦୦ ଟଙ୍କା ଭୁବନେଶ୍ୱର: ଫେବୃଆରୀ ୨୩: ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ନୂଆ ନିୟମ । ୫୦ ସ୍ପିଡରୁ ଅଧିକ ବେଗରେ ଗାଡି ଚଳାଇଲେ ଗଣିବାକୁ ପଡିବ ୭୦୦୦ ଫାଇନ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଲାଇସେନ୍ସ । ସିଟି ଭିତରେ ଓଭର ସ୍ପିଡିଂକୁ ରୋକିବା ପାଇଁ ଏଭଳି କଠୋର ନିୟମ ନେଇଛି ଭୁବନେଶ୍ୱର ସ୍ମାଟ ସିଟି ଲିମିଟେଡ ଏବଂ ଟ୍ରାଫିକ ପୋଲିସ । ଦ୍ରୁତଚାଳକଙ୍କୁ ଜଗିବାକୁ ଟ୍ରାଫିକ ଛକରେ ଏଥିପାଇଁ ଅତ୍ୟାଧୁନିକ ଡିଭାଇସ୍ ଲଗାଇଯାଇଛି । […]
Read More...

Advertisement