bhubaneswar mla aparajita sarangi
ଦେଶ- ବିଦେଶ  ଓଡ଼ିଶା 

ପ୍ରାଚୀ ନଦୀ ପୁନଃରୁଦ୍ଧାର ପ୍ରକଳ୍ପ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ପ୍ରାଚୀ ନଦୀ ପୁନଃରୁଦ୍ଧାର ପ୍ରକଳ୍ପ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ନୂଆଦିଲ୍ଲୀ: ମଇ ୧୯: ପ୍ରାଚୀ ନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟିର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପ୍ରକଳ୍ପରେ ମୋଟ ୭ ଟି ସେତୁ ର୍ନିମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି, ପାଶ୍ୱର୍ ରାସ୍ତା ର୍ନିମାଣ, ପାଚେରି ର୍ନିମାଣ, ମୃତ୍ତିକା/ଜଳ କ୍ଷୟ ରୋକିବା ପାଇଁ ପ୍ରାଚୀର, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ । ପରିକଳ୍ପିତ କାର୍ଯ୍ୟ ସାକାର […]
Read More...
ଜିଲ୍ଲା  ରାଜନୀତି  ଓଡ଼ିଶା 

ଶ୍ରୀମନ୍ଦିର ଅଭିମୂଖେ ଭୁବନେଶ୍ୱର ସାଂସଦ

ଶ୍ରୀମନ୍ଦିର ଅଭିମୂଖେ ଭୁବନେଶ୍ୱର ସାଂସଦ ପୁରୀ: ଅପ୍ରେଲ ୨୭: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ ନେଇ ପୁରୀ ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପୁରୀ ଗସ୍ତ କଥା ଜଣାଇଥିଲେ ।ତେବେ ଏହି ଗସ୍ତର କାରଣ ମଧ୍ୟ ରହିଛି । ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ରାଲିରେ ଅପରାଜିତା ସାମିଲ ହୋଇଛନ୍ତି । କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ […]
Read More...

Advertisement