bhubaneswar mla aparajita sarangi was not invited for government program
ରାଜନୀତି  ଓଡ଼ିଶା 

ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ନାହିଁ ନିମନ୍ତ୍ରଣ

ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ନାହିଁ ନିମନ୍ତ୍ରଣ ଭୁବନେଶ୍ୱର: ଜୁଲାଇ ୦୮: ରାଜ୍ୟସ୍ତରୀୟ ବନ ମହୋତ୍ସୋବକୁ ନେଇ ପୁଣି ରାଜନୈତିକ ବିବାଦ । ଅପରାଜିତାଙ୍କ ଉପରେ ସରକାରଙ୍କ ଆକ୍ରୋଶ ରାଜନୀତିରେ ଲାଗୁନି ବ୍ରେକ୍‌ । ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍‌ ଅଭିଯୋଗ ହୋଇଛି । ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ବନମହୋତ୍ସବ ପାଳନ ହୋଇଥିଲା । ଯେଉଁଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କଠୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ ଓ ମେୟର ଉପସ୍ଥିତ ଥିଲେ । ହେଲେ […]
Read More...

Advertisement