Bhubaneswar: B.Tech student commits suicide
ଓଡ଼ିଶା  ଅପରାଧ 

ଭୁବନେଶ୍ୱର : ବି.ଟେକ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ବି.ଟେକ ଛାତ୍ରୀଙ୍କ ଆତ୍ମହତ୍ୟା ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଆତ୍ମହତ୍ୟା ଜନିତ ମାନସିକ ପ୍ରବଣତା I ରାଜଧାନୀରେ ପୁଣି ଜଣେ ଉଚ୍ଚଶିକ୍ଷିତI ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ଛାତ୍ରୀ ଜଣକ ନିକଟରେ ବି.ଟେକ ପଢା ସାରିଥିଲେ ବୋଲି ଜଣ ପଡିଛି I ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଘରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ତାଙ୍କୁ ୨୪ ବର୍ଷ ହୋଇଥିଲା। ତାଙ୍କ ବାପା ଜଣେ ସିଗ୍ନାଲ ସେକ୍ସନ ଇଂଜିନିୟର ହୋଇଥିବାବେଳେ,ମା’ହେଉଛନ୍ତି ଡାକ୍ତର […]
Read More...

Advertisement