Bhediya film teaser released
ମନୋରଞ୍ଜନ 

ଭେଡିୟାର ଟିଜର ରିଲିଜ୍‌

ଭେଡିୟାର ଟିଜର ରିଲିଜ୍‌ ବରୁଣ ଧାୱନ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ରହି ଆସିଛନ୍ତି । ୧୯ ଅକେଫାବରରେ ବରୁଣ ଇଣ୍ଡଷ୍ଟ୍ରୀରେ ଏକ ଦଶକ ପୁରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ବରୁଣ ନିଜ ପ୍ରଶଂସକଙ୍କୁ ଏକ ଭିନ୍ନ ସରପ୍ରାଇଜ୍‌ ଦେଇଛନ୍ତି । ବରୁଣ ନିଜ ମୋଷ୍ଟ ଆେୱଟେଡ୍‌ ଫିଲ୍ମ ଭେଡିୟାର ଟ୍ରେଲର ଲଞ୍ଚ କରିବାକୁ ଯାଉଛନ୍ତି । ବରୁଣ ନିଜ ଫ୍ୟାନ୍‌ଙ୍କୁ ଏଣ୍ଟରଟେନମେଣ୍ଟରେ ଭରପୁର ବହୁ ଫିଲ୍ମ ଭେଟି ଦେଇଛନ୍ତି । ଏହାସହିତ ବଦଲାପୁର, ଅକେଫାବର ପରି ଫିଲ୍ମ […]
Read More...

Advertisement