Bhawanipatna headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କଲମପୁର ବ୍ଲକରେ ବଢୁଛି ଝାଡା ବାନ୍ତି: ୧୧ ଆକ୍ରାନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି
Published On
By Samaya Live
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟ୍ରା ଗ୍ରାମରେ ଝାଡା ବାନ୍ତିର ପ୍ରକୋପ ଦେଖା ଦେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକ ଆକ୍ରାନ୍ତ ମାନଙ୍କୁ କଲମପୁର ଗୋଷ୍ଠୀ ସ୍୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ଭାଲୁବୁଟ୍ରା ଗ୍ରାମର ସୁରେଖା ଶବର, ଦେବେନ୍ଦ୍ର ଶବର, ସେବତୀ ଶବର, ଦୟା ଶବର, ବିଦୁ୍ୟତ ଶବର, ଭବେନ୍ଦ୍ର ମାଝୀ, ହରି ମାଝୀ, ତପସ୍ୱିନୀ ମାଝୀ ଓ ଯଶୋବନ୍ତ ବାଗ ପ୍ରମୁଖ ୯ ଜଣ […]
ନକଲି ମାଲିକ ଦର୍ଶାଇ ଜମି ବିକ୍ରି ଅଭିଯୋଗରେ ୫ ଗିରଫ, ଜଣେ ଫେରାର
Published On
By Samaya Live
ଭବାନୀପାଟଣା : ଭବାନୀପାଟଣା ତହସିଲ ଅଧିନ ଡକାବାହାଲି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଜମିକୁ ୨ ଜଣ ଜମି ମାଫିଆ ଜାଲିଆତି ନକଲି ମାଲିକ ଦେଖାଇ ଓ ଜମି ଜାଲିଆତି କରି ବିକ୍ରି କରିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭବାନୀପାଟଣା ସଦର ଥାନା ପୋଲିସ ୨ ଜମି ମାଫିଆ ସମେତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ବି.କେ. ନନ୍ଦ […]
ସିଜର ଲିଷ୍ଟକୁ କେନ୍ଦ୍ର କରି ଆର୍ଟିଓ ଏବଂ ଏମ୍ଭିଆଇଙ୍କ ବିରୁଦ୍ଧରେ ମାମଲା
Published On
By Samaya Live
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ ସମୟରେ ଜବତ କରାଯାଉଥିବା ବାଇକର ଜବତ ତାଲିକା ଦେଇନଥିବାରୁ ଭବାନୀପାଟଣା ଏସ୍ଡିଜିଏମ୍ କୋର୍ଟରେ କଳାହାଣ୍ଡି ଆର୍ଟିଓ ଏବଂ ଏମ୍ଭିଆଇଙ୍କ ନାମରେ ଏକ ମାମଲା ରୁଜୁ ହେବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତ ତା.୧୬.୪.୨୦୨୨ରିଖ ଦିନ ଏମ୍.ଭି.ଆଇ. ଓ ଆର୍.ଟି.ଓ. ମିଶି ସିଙ୍ଗଝରଣ ଠାରେ ନର୍ଲା ଥାନା ଅନ୍ତର୍ଗତ ତୁର୍ଲା ଗାଁର ରଷିକ […]
ପ୍ରଧାନମନ୍ତ୍ରୀଙ୍କ ପି.ଏମ କେୟାର ଫର୍ ଚିଲ୍ଡ୍ରେନ୍ ଯୋଜନା
Published On
By Samaya Live
ଭବାନୀପାଟଣା: ସ୍ଥାନୀୟ ଏନ୍ଆଇସି ଭିଡିଓ କନଫରେନ୍ସ ହଲରେ ସକାଳ ୧୦.୩୦ ମି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସମବେଦନା ଜଣାଇବା ସହ ବୃତ୍ତି ଅର୍ଥ ରାଶି ହସ୍ତାନ୍ତର କରିଥିଲେ । ସୂଚନାଯୋଗ୍ୟ ଯେ ୩୧.୩.୨୦୨୦ ରୁ ୩୧.୧୨.୨୦୨୧ ମଧ୍ୟରେ କୋଭିଡ ମହାମାରୀ ୨୦୧୯ କାରଣରୁ ଯେଉଁ ପିଲାମାନେ ନିଜର ପିତା ମାତା କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ପିତା ମାତା କିମ୍ବା ଜୀବିତ ଅଭିଭାବକଙ୍କ ହରାଇ ଅନାଥ […]
ବଂଶଧାରା ନଦୀରେ ଆନ୍ଧ୍ର କରୁଛି ବ୍ୟାରେଜ
Published On
By Samaya Live
ଭବାନୀପାଟଣା: ମେ ୩୧: ଛତିଶଗଡ଼ ମହାନଦୀ ଜଳ ଉପରେ ବ୍ୟାରେଜ କରିବା ନେଇ ମାମଲା କୋର୍ଟରେ ଥିବା ବେଳ ସମାନ ପରିସ୍ଥିତି ଆନ୍ଧ୍ରପ୍ରଦେଶ ପଟୁ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ସୀମାରେ ଥିବା ଅଞ୍ଚଳ କେବଳ ନାଗାବଳୀରେ ନୁହେଁ, ବଂଶଧାରାରେ ବି ବ୍ୟାରେଜ୍ ନିର୍ମାଣ କରୁଛି । କଳାହାଣ୍ଡି ଜିଲ୍ଲାରୁ ବାହାରିଥିବା ବଂଶଧାରା ନଦୀରେ ବ୍ୟାରେଜ୍ ନିର୍ମାଣ କରାଯାଇ ସେଠାକାର ଜମିକୁ ଜଳସେଚନ କରାଯାଉଛି । ହେଲେ, ଓଡ଼ିଶା ସରକାର ବଂଶଧାରା ନଦୀ ଉପରେ ଏପର୍ଯ୍ୟନ୍ତ କୌଣସି […]
ଭବାନୀପାଟଣାରେ ‘ଓପିଏସ୍ସି’ ପରୀକ୍ଷା କେନ୍ଦ୍ର ହେବ
Published On
By Samaya Live
ଭବାନୀପାଟଣା : ଭବାନୀପାଟଣାରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ପାଇଁ ଏକ ପରୀକ୍ଷା କେନ୍ଦ୍ର କରିବାକୁ ‘ଅଲ୍ ଓଡିଶା ସିଡୁ୍ୟଲ କାଷ୍ଟ ଫେଡେରେସନ’ କଳାହାଣ୍ଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା । ସଙ୍ଗଠନ ପକ୍ଷରୁ ଏ ନେଇ ଆୟୋଗର କମିସନରଙ୍କୁ ଏକ ଚିଠି ଲେଖି ଅନୁରୋଧ କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରକାରୀ କୃଷି ମହାବିଦ୍ୟାଳୟ, ଇଂଜିନିୟରିଂ କଲେଜ ସମେତ ଅନେକ ବେସରକାରୀ ଶିକ୍ଷାୟତନ ଥିବାରୁ ଏଠାରେ ପରୀକ୍ଷା କେନ୍ଦ୍ର କରିବାରେ […]
ହାତୀ ଉପଦ୍ରବ, ୭ପରିବାର ଘର ଭାଙ୍ଗିଲେ ଓ ଖାଦ୍ୟ ନଷ୍ଟ କଲେ
Published On
By Samaya Live
ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମ ପଞ୍ଚାୟତର କଲେରକୁଚା (ମୂଷୀଗୁଡା) ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି । ଦିନ ହେଉ ଅବା ରାତି ସେମାନେ ଘରେ ଆତଙ୍କିତ ହୋଇ ରହୁଛନ୍ତି । ଗତ ତିନି ଦିନ ଧରି ଉକ୍ତ ଅଞ୍ଚଳରେ ୧୬ପଟ ହାତୀ ପଲ ଆସି ଉପିାତ ଆରମ୍ଭ କରିଛନ୍ତି । ଦୀର୍ଘ ୧୫ବର୍ଷ ଧରି କଲେରକୁଚା ଜଙ୍ଗଲ ନିକଟରେ ନିଜେ ଘର ତିଆରି କରି […]
ଦିନ ବେଳା ଭାରୀଯାନ ଚଳାଚଳକୁ ନେଇ ଭବାନୀପାଟଣା ସହରରେ ବିରୋଧ
Published On
By Samaya Live
ଭବାନୀପାଟଣା : ସହରରେ ଦିନବେଳା ଭାରୀଯାନ ଚଳାଚଳ ନିଷେଧ ଥିବା ସତ୍ତେ୍ୱ ଭାରୀ ଟ୍ରକ୍ ଚାଲୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ବ୍ୟସ୍ତବହୁଳ ଭବନୀପାଟଣା ସହରର ରାସ୍ତାରେ ଦୁର୍ଘଟଣା ଘଟୁଛି । ଏମିତି ପ୍ରତିବାଦ ସ୍ୱରୂପ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିକଟରେ ଭବାନୀପାଟଣା ସହରର ବାଲାଜୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ସାମ୍ନା ସଡ଼କ ଉପରେ ସହର ଭିତରକୁ ଦ୍ରୁତ ଗତିରେ ଆସୁଥିବା ଏକ […]

