bharti-and-harshs-troubles-increased-in-drugs-case-ncb-filed
ଦେଶ- ବିଦେଶ  ଅପରାଧ 

ଡ୍ରଗ୍ସ ଲିଙ୍କ ମାମଲା: ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ବିରୋଧରେ ଏନସିବି ର ଚାର୍ଜସିଟ ଦାଖଲ

ଡ୍ରଗ୍ସ ଲିଙ୍କ ମାମଲା: ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ବିରୋଧରେ ଏନସିବି ର ଚାର୍ଜସିଟ ଦାଖଲ ମୁମ୍ବାଇ : କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପୁଣି ବଢ଼ିଲା ଅଡୁଆ । ଡ୍ରଗ୍ସ ଲିଙ୍କ ମାମଲାରେ ଭାରତୀ ଏବଂ ହର୍ଷ ଙ୍କ ବିରୋଧରେ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି I ସୂଚନାନୁସାରେ ପୂର୍ବରୁ ଭାରତୀଙ୍କ ଘରୁ ଗଂଜେଇ ଜବତ ହୋଇଥିଲା I ଏହାପରେ ଭାରତୀ ଏବଂ ହର୍ଷଙ୍କ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏନସିବି ର ସୂଚନାନୁସାରେ ପଚରାଉଚରା ସମୟରେ ଉଭୟ […]
Read More...

Advertisement