berline visit
ବିଶ୍ବ 

ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ ବର୍ଲିନ୍: ମଇ ୦୪: ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଭାରତ ସଂକଳ୍ପ ନେଇ ଆଗକୁ ବଢୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ସେ ଅପିଲ କରିଛନ୍ତି । ତିନି ଦିନିଆ ୟୁରୋପ ଗସ୍ତରେ ଗତକାଲି ଡେନମାର୍କର କୋପେନହାଗନ ଅଭିମୁଖେ ଯାତ୍ରା କରି ଜର୍ମାନୀର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରି ମୋଦି କୋପେନହାଗେନ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେନମାର୍କ ପ୍ରତିପକ୍ଷ […]
Read More...

Advertisement