Bengaluru
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରଣଜୀ ଟ୍ରଫି ଫାଇନାଲ: ଜୟସ୍ୱାଲଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୨୪୮/୫
Published On
By Samaya Live
ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ)ର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମୁକାବିଲା ଆରମ୍ଭ ହୋଇଛି । ବେଙ୍ଗାଲୁରୁରେ ଶକ୍ତିଶାଳୀ ମୁମ୍ବାଇ ଓ ମଧ୍ୟପ୍ରଦେଶ ପରସ୍ପରକୁ ଭେଟିଛନ୍ତି । ପ୍ରଥମ ଦିନ ମୁମ୍ବାଇର ରକ୍ଷଣାତ୍ମକ ବ୍ୟାଟିଂ ତଥା ମଧ୍ୟପ୍ରଦେଶର ଶାଣିତ ବୋଲିଂ ଦେଖିବାକୁ ମିଳିଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା ମୁମ୍ବାଇ ୯୦ ଓଭରରେ ୫ ୱିକେଟ୍ ହରାଇ ୨୪୮ ରନ୍ କରିଛି । ସର୍ଫରାଜ ଖାନ୍ ୪୦ ଓ ସାମ୍ସ ମୁଲାନୀ […]
ଫେରୁଛି ପ୍ରୋ କବାଡି ଲିଗ୍
Published On
By Samaya Live
ବେଙ୍ଗାଲୁରୁ: ଡିସେମ୍ବର ୨୦: ଦୀର୍ଘଦିନର ଅପେକ୍ଷା ପରେ ପୁଣି ମ୍ୟାଟକୁ ଫେରୁଛି କବାଡି ଲିଗ୍। କବାଡିର ଏକ ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଖେଳାଳୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହର ସହିତ ନଜର ଆସିଛନ୍ତି। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ କବାଡି ଲିଗର ସିଜିନ୍ ୮ ବେଙ୍ଗାଲୁରରେ ଆରମ୍ଭ ହେବାକୁ ଯାଉଛି। ତେବେ ଲାଉଞ୍ଜରେ କିଛି ସଂଖ୍ୟକ ଦର୍ଶକ ଓ ଷ୍ଟାଣ୍ଡଆଉଟଙ୍କୁ ନେଇ ଖେଳାଯିବାର ଲକ୍ଷ […]
ଦକ୍ଷିଣ ଅଭିନେତା ପୁନୀତଙ୍କ ପରଲୋକ
Published On
By Samaya Live
ବାଙ୍ଗାଲୋର: ଅକ୍ଟୋବର ୨୯: କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଟୁଇଟ୍ରେ ଲେଖିଛନ୍ତି ଯେ, ଏହା କହିବାକୁ ଦୁଃଖ ଲାଗୁଛି କି […]
ବାସଭରାଜ ବମ୍ମାଇ କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ
Published On
By Samaya Live
ବେଙ୍ଗାଲୁରୁ: ଜୁଲାଇ ୨୮: ବୁଧବାର ରାଜ ଭବନର ଗ୍ଲାସ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କ ଦ୍ୱାରା କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ ବରିଷ୍ଠ ବିଜେପି ନେତା ବାସଭରାଜ ବମ୍ମାଇ ଭଗବାନଙ୍କ ନାମରେ ଶପଥ ନେଲେ I ସମାଜବାଦୀ ଦର୍ଶନରୁ ଆସି ବର୍ତ୍ତମାନ ବିଜେପି ନୀତି କୁ ନିଜର କରିଥିବା ବମ୍ମାଇଙ୍କ ରାଜନୈତିକ ଯାତ୍ରା ଆଜି ସଫଳ ହେଇଛି I ୬୦ ବର୍ଷ ବୟସ୍କ ବମ୍ମାଇ, କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ […]
‘ଚିନ୍ତା କରିବାର କିଛି ନାହିଁ, ମୁ ଶୀଘ୍ର ହସ୍ପିଟାଲ ରୁ ଡିସଚାର୍ଜ ହେବି’, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଡିୟୁରପ୍ପା
Published On
By Samaya Live
ବେଙ୍ଗାଳୁରୁ : ଅଗଷ୍ଟ ୩: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଡିୟୁରପ୍ପା କରୋନା ରେ ସଂକ୍ରମିତ ହେଇ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି I ତେବେ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭୟ ଦୂର କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି. ଏସ. ୟେଡିୟୁରପ୍ପା ସୋମବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏଥିରେ କିଛି ଚିନ୍ତା କରିବାର ନାହିଁ ଏବଂ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। “ଚିନ୍ତା କରିବାର କିଛି ନାହିଁ। ମୁଁ ଶୀଘ୍ର ଡିସଚାର୍ଜ ହୋଇ […]

