Belapara news
ଜିଲ୍ଲା 

ମଣ୍ଡଳ-ପାଟଣାଗଡ଼ ରାସ୍ତା ପାଲଟିଛି ଗାଈ ଗୁହାଳ, ବଢ଼ୁଛି ଦୁର୍ଘଟଣା

ମଣ୍ଡଳ-ପାଟଣାଗଡ଼ ରାସ୍ତା ପାଲଟିଛି ଗାଈ ଗୁହାଳ, ବଢ଼ୁଛି ଦୁର୍ଘଟଣା ବେଲପଡା : ରାସ୍ତାରେ ବୁଲୁଛନ୍ତି ଗାଈ ପଲ । ବୁଲାଗୋରୁ ଗାଈଙ୍କ ଭିଡ଼ ନେଇ ବଢୁଛି ଲୋକଙ୍କ ସମସ୍ୟା । ଏହା ସହ ବଢ଼ୁଛି ସଡ଼କ ଦୁର୍ଘଟଣା । କିଏ ତ ଅର୍କମଣ୍ୟ ତ କାହାର ଘଟଣାର ସ୍ଥଳରେ ହିଁ ମୃତ୍ୟୁ ଘଟୁଛି । କିଏ ପୁଣି ଦୁର୍ଘଟଣାରେ ଶିକାର ହୋଇ ଶଯ୍ୟାଶାୟୀ ହୋଇ ଦୂର୍ବିସହ ଜୀବନ ବିତାଉଥିବା ବେଳେ ଡାକ୍ତରଖାନାରେ ଭ ର୍ତ୍ତିହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି । ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ […]
Read More...

Advertisement