BCCI announcement
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମହିଳା ଦିନକିଆ ବିଶ୍ୱକପ ମ୍ୟାଚ୍ରେ ଭାରତୀୟ ଟିମ୍ର ଅଧିନାୟିକ ହେବେ ମିତାଲୀ ରାଜ
Published On
By Samaya Live
ଦିଲ୍ଲୀ: ଜନୁଆରୀ ୦୬: ବିସିସିଆଇ ଆସନ୍ତା ମାସ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପ ୨୦୨୨ର ଘୋଷଣ କରିଛି । ଏଥିରେ ଆଇସିସିର ୧୫ ଜଣିଆ ଭାରତୀୟ ମହିଳା ଖେଳାଳୀଙ୍କ ଏକ ଦଳ ଗଠନ ହୋଇଛି । ମିତାଲୀ ରାଜ ଏହି ଦଳର ଅଧିନାୟିକା ହେବେ ବୋଲି ବିସିସିଆଇ ଘୋଷଣା କରିଛି । ସେହିପରି ଟି-୨୦ ଅଧିନାୟିକା ହରମନପ୍ରୀତ କୌର ଉପଅଧିନାୟିକା ଭାବେ ଦାୟିତ୍ୱ ପାଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୪ରୁ […]
ୱାନଡେ ସିରିଜ୍ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍ଟିମାଟମ୍
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୯: ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ହାରିବା ପରେ ଦଳରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା । କୋହଲି ନିଜ ତରଫରୁ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ହେଲେ ଏହାରି ମଧ୍ୟରେ ବିସିସିଆଇ କମିଟି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । କମିଟି କୋହଲିଙ୍କ ହାତରୁ ୱାନଡେ ସିରିଜ୍ ବା ଦିନିକିଆ ଅଧିନାୟକ ପଦ ଛଡ଼ାଇ ନେଇଛି । ଦଳ ଖରାପ ପଦର୍ଶନ କରିବାରୁ […]
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଟେସଲା ସିଇଓ ଏଲୋନ୍ ମସ୍କ
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୩: ଟେସଲା ସିଇଓ ଏଲୋନ୍ ମସ୍କ ଗୁରୁବ।ର ଦିନ ଦେଖ।ଯ।ଇଥିବ। ନିୟ।ମକ ଦ।ଖଲ ଅନୁଯ।ୟୀ, ଇଲେକ୍ଟ୍ରିକ୍ ଯ।ନ ଉତ୍ପ।ଦନକ।ରୀ କମ୍ପ।ନୀର ଅନ୍ୟ ୯୩୪,୦୯୧ ଅଂଶଧନ ବିକ୍ରି କରିଛନ୍ତି । ୧.୦୧ ବିଲିୟନ ଡଲ।ର ମୂଲ୍ୟର ସେୟ।ରଗୁଡିକ ୨.୧୫ ମିଲିୟନ୍ ଅଂଶଧନ ପ।ଇବ।, ବିକଳ୍ପ ଅଭ୍ୟ।ସ ସହିତ ତ।ଙ୍କର ଟିକସ ବ।ଧ୍ୟତ।ମୂଳକ ପୂରଣ ପ।ଇଁ ବିକ୍ରି ହୋଇଯ।ଇଥିଲ। । ନଭେମ୍ବର ୮ ତ।ରିଖରୁ, ଟେସଲ। ର ମୁଖ୍ୟ କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ, ୧୦.୯ ବିଲିୟନ ଡ଼ଲ।ରର ସେୟ।ର […]
ନୁ୍ୟଜିଲାଣ୍ଡ-ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରୁ ବାଦ ପଡିଲେ ଭାରତର ୩ ପ୍ରମୁଖ ଖେଳାଳୀ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୩ : ନୁ୍ୟଜିଲାଣ୍ଡ ବନାମ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ହେବା ପୂର୍ବରୁ ୩ ଜଣ ପ୍ରମୁଖ ଭାରତୀୟ ଖେଳାଳୀ ବାଦ ପଡ଼ିଛନ୍ତି । ଆହତ କାରଣରୁ ସେମାନେ ବାଦ ପଡ଼ିଥିବା ସୂଚନା ମିଳିଛି । ଏନେଇ ବିସିସିଆଇ ଟୁଇଟ୍ କରି ସୂଚନା ଦେଇଛି । ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିବା ୩ ଜଣ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ରବିନ୍ଦ୍ର ଜାଡେଜା, ସ୍ପେଶ ବୋଲର ଇଶାନ୍ତା ଶର୍ମା ଓ ଆଜିଙ୍କ୍ୟ ରାହାଣେ । କାନପୁର […]

