Baripada News
ଜିଲ୍ଲା 

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଓ କେନ୍ଦୁଝର ଆଇନ କଲେଜ ଏଲଏଲଏମ ଛାତ୍ରଙ୍କ ଦାବି

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଓ କେନ୍ଦୁଝର ଆଇନ କଲେଜ ଏଲଏଲଏମ ଛାତ୍ରଙ୍କ ଦାବି ବାରିପଦା : ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଏଲଏଲଏମ ଛାତ୍ରଛାତ୍ରୀମାନେ ସେମାନଙ୍କ ତୃତୀୟ ସେମିଷ୍ଟାରକୁ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଥିବାକୁ ନେଇ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରମାନେ ଦାବି କରିଛନ୍ତି ଯେ, ଭାରତ ବନ୍ଦକୁ ନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ପରୀକ୍ଷା ତାରିଖକୁ ଅଦଳ ବଦଳ କରିଛନ୍ତି । କର୍ତ୍ତୃପକ୍ଷ ଆସନ୍ତା ୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିବସରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି […]
Read More...
ଓଡ଼ିଶା 

କରୋନା ସଂକ୍ରମଣ ରୋକିବା ପାଇଁ ଦୁଇଭାଇଙ୍କର ଅଭିନବ ପ୍ରୟାସ

କରୋନା ସଂକ୍ରମଣ ରୋକିବା ପାଇଁ ଦୁଇଭାଇଙ୍କର ଅଭିନବ ପ୍ରୟାସ By Soumya Ranjan Patnaik ବାରିପଦା, (ସବ୍ୟୁ) : ସାରା ବିଶ୍ୱରେ ଏବେ ମହାମାରୀ କରୋନାର ଆତଙ୍କ ଚାଲିଥିବାବେଳେ ଗାଁ ଠୁ ନଗର-ମହାନଗର ଯାଏଁ ଦେଶବ୍ୟାପୀ ସମସ୍ତେ କୋଭିଡ୍‌-୧୯ ପାଇଁ ଆତଙ୍କିତ । ତେଣୁ ସରକାରଙ୍କ ସମସ୍ତ ନିତିନିୟମ ମାନି ସମସ୍ତେ ସଚେତନ ହେବା ନିମନ୍ତେ ଚେଷ୍ଟା କରିବାସହ ନିଜ ହାତକୁ ବାରମ୍ବାର ସାନିଟାଇଜ୍ କରିବା ସହ ସାମାଜିକ ଦୂରତ୍ୱ ଉପରେ ଧ୍ୟାନ ରଖୁଛନ୍ତି । ଏହିପରି ମୁହୂର୍ତ୍ତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବାରିପଦାର ଉଦୀୟମାନ […]
Read More...
ଓଡ଼ିଶା 

ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ୭୦ଫୁଟ ତଳକୁ ଖସିଲା ଟ୍ରକ୍‌;ଜଣେ ମୃତ, ୨ ଗୁରୁତର

ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ୭୦ଫୁଟ ତଳକୁ ଖସିଲା ଟ୍ରକ୍‌;ଜଣେ ମୃତ, ୨ ଗୁରୁତର By Soumya Ranjan Patnaik ବାରିପଦା, (ସବ୍ୟୁ) : May 20: ମୟୂରଭଞ୍ଜ ଜିଲ୍ଲା ୪୯ଜମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଇକ ସହ ମୁହାଁମୁହିଁ ଧକ୍କା ପରେ ଏକ ପିଆଜ ବୋଝେଇ ଟ୍ରକ୍ ଘାଟିରୁ ୭୦ଫୁଟ ତଳକୁ ଖସିପଡିଥିଲା, ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏକ ପିଆଜ ବୋଝେଇ ଟ୍ରକ […]
Read More...
ଓଡ଼ିଶା 

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କୁଳିପତିଙ୍କ ଦ୍ୱାରା ନାମାଙ୍କିତ ମାସ୍କ ବଣ୍ଟନ

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କୁଳିପତିଙ୍କ ଦ୍ୱାରା ନାମାଙ୍କିତ ମାସ୍କ ବଣ୍ଟନ Reported by Soumya Ranjan Patnaik ବାରିପଦା, (ସବ୍ୟୁ) : May 19: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ବିଶ୍ୱବିଦ୍ୟାଳୟ ପରିସରରେ ଉପସ୍ଥିତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦଙ୍କୁ ବୈଶ୍ୱିକ ମହାମାରୀ କରୋନାର ଭୟାବହତା ଓ ବ୍ୟାପକତା ବିଷୟରେ ବିଜ୍ଞାନ ସମ୍ମତ ବ୍ୟାଖା କରିବା ସହିତ ଏହାର ସଂକ୍ରମଣକୁ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଫେସର ଚାନ୍ଦଙ୍କ ପ୍ର‌୍ୟତକ୍ଷ ତତ୍ତ୍ୱାବଧାନରେ ବିଶ୍ୱବିଦ୍ୟାଳୟ ନାମାଙ୍କିତ […]
Read More...
ଓଡ଼ିଶା 

କୋଭିଡ୍‌-୧୯ ମୁକାବିଲାର ପ୍ରଥମ ଯୋଦ୍ଧା ଏମଏଚୟୁ ଆୟୁଷ ଡାକ୍ତରଙ୍କୁ ଚରମ ଅବହେଳା !

କୋଭିଡ୍‌-୧୯ ମୁକାବିଲାର ପ୍ରଥମ ଯୋଦ୍ଧା ଏମଏଚୟୁ ଆୟୁଷ ଡାକ୍ତରଙ୍କୁ ଚରମ ଅବହେଳା ! By Soumya Ranjan Mohanty ବାରିପଦା, (ସବ୍ୟୁ) : May 17: ଏବେ ସାରାବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଏକ କରାଳରୂପ ନେଇଛି । ସେଥିରେ ଓଡିଶା ମଧ୍ୟ ବାଦ ଯାଇନାହିଁ । ରାଜ୍ୟସରକାର କୋଭିଡ୍‌-୧୯ ମହାମାରୀରେ କାର୍ଯ୍ୟ କରିବା ପାଇଁ ଆୟୂଷ (ଆରବିଏସକେ) (ଏମଏଚ୍‌ୟୁ) ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟସରକାର କୋଭିଡ୍‌-୧୯ ମହାମାରୀରେ ଆୟୂଷ ଡାକ୍ତରଙ୍କୁ ଦୈନିକ ୨୨ଶହ ଟଙ୍କା ଦେଉଛନ୍ତି, ଯାହାକି ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । […]
Read More...

Advertisement