baragarh news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବରଗଡ଼ ଜିଲ୍ଲାରେ ମେ’ ୬ରୁ ରବି ଧାନ କିଣା
Published On
By Samaya Live
ବରଗଡ଼ : ଗତଥର କରୋନା କଟକଣା ଭିତରେ ରବି ଧାନ କିଣା ହୋଇଥିଲା । ଚାଷୀଙ୍କୁ ଧାନକଟା ମେସିନ୍ ଏବଂ କୃଷି ଶ୍ରମିକ ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିଥିଲା । ମନ୍ଥର ଉଠାଣ ପ୍ରକ୍ରିୟା ଯୋଗୁଁ ମଣ୍ଡିଗୁଡ଼ିକରେ ଲକ୍ଷାଧିକ ବସ୍ତା ଧାନ ପଡ଼ି ରହିଛି । କରୋନାକୁ ଆଳ ଦେଖାଇ ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଝାଡ଼ି ଦେଲା । ଏବେ ଚାଷବାସ ସ୍ୱାଭାବିକ ସ୍ଥିତିକୁ ପହଞ୍ଚିଛି । ଏହାକୁ ନଜରରେ ରଖି ଆସନ୍ତା ମାସ ୬ […]
ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ କାର୍ଯ୍ୟକ୍ଷମ ଦାବି
Published On
By Samaya Live
ବରଗଡ଼: ଅକ୍ଟୋବର ୩୦ : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଥିଲେ । କି;ୁ ତାହା କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍ .ଇ ଇଲେକଫ୍ରିକାଲ ବରଗଡ଼ ସୁରେନ୍ଦ୍ର ହୋତାଙ୍କୁ ଆପ୍ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୧୩ ମସିହାରେ ଏହି ଗ୍ରୀଡ଼ କୁ ତତ୍କାଳୀନ ରାଜସ୍ୱ କମିଶନର […]
ଆର୍ଟିଓ ଅଫିସର କହି ରାଜପଥରେ ଅଟକାଉଥିଲା ଗାଡ଼ି, ଲୁଟୁଥିଲା ଟଙ୍କା
Published On
By Samaya Live
ବରଗଡ଼: ଅକ୍ଟୋବ ୨୬: ନିଜକୁ ଆର୍ଟିଓ ଅଫିସର ପରିଚୟ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଅଟକାଉଥିଲା । ଏହାପରେ ଗାଡ଼ି ମାଲିକଙ୍କୁ ଧମକାଇ ଓ ମିଛ କହି ଲୁଟୁଥିଲା ଟଙ୍କା । ଏହି ନକଲ ଆର୍ଟିଓ ପଅଫିସରକୁ ବରଗଡ଼ ପୋଲିସ ଯୋଜନା କରି ଧରିଛି । ତା’ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ଅଭିଯୋଗ ଅନୁସାରେ, ବିକ୍ରମ ବେହେରା ନିଜକୁ ଆର୍ଟିଓ ଅଫିସର କହି […]

