Balia Bomb blasting
ଓଡ଼ିଶା  ଅପରାଧ 

ବାଲିଆ ବାଣ ବିସ୍ଫୋରଣରେ ଆଉ ଜଣଙ୍କ ମୃତ୍ୟୁ

ବାଲିଆ ବାଣ ବିସ୍ଫୋରଣରେ ଆଉ ଜଣଙ୍କ ମୃତ୍ୟୁ କେନ୍ଦ୍ରାପଡା : ବାଲିଆ କାର୍ତ୍ତିକେଶ୍ୱର ମେଢ଼ ଭସାଣି ରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଗୁରୁତର ଆହତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ପିଣ୍ଟୁ ଖାଁ । ପୂର୍ବରୁ ଏହି ବାଣ ବିସ୍ଫୋରଣ ଘଟଣାରେ ଉଦୟ ଭୋଇ ନାମକ ଜଣେ ବାଣୁଆ ପ୍ରାଣ ହରାଇଥିଲେ। ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁଯାୟୀ, […]
Read More...

Advertisement