balangir news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲଙ୍କ କମାଲ: ପାଟିରେ ଆଙ୍କିଲେ ୫-ଟି ସ୍କୁଲ ଚିତ୍ର
Published On
By Samaya Live
ବଲାଙ୍ଗିର : ବଲାଙ୍ଗିର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଚିତ୍ରାଙ୍କନ ପ୍ରତିଯୋଗିତାରେ କମାଲ ଦେଖାଇଛି ନବମ ଶ୍ରେଣୀର ଛାତ୍ରୀ ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲ ନାଗ । ହାତ କି ଗୋଡ଼ ନଥିବାରୁ ନିଜ ପାଟିରେ ପେନସିଲ ଧରି ଆଙ୍କିଛନ୍ତି ୫-ଟି ସ୍କୁଲର ଏକ ସୁନ୍ଦର ଚିତ୍ର । ଦାନ୍ତରେ ରଙ୍ଗିନ ପେନସିଲକୁ ଧରି ଏହି ଚିତ୍ର ଆଙ୍କିଛନ୍ତି । ସାଧାରଣ ଛାତ୍ରଛାତ୍ରୀଙ୍କ ସହ ବ୍ଳକ୍ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାପାଳ […]
୪୨ଟି କଫ ସିରଫ୍ ବୋତଲ ଜବତ, ଜଣେ ଗିରଫ
Published On
By Samaya Live
ପାଟଣାଗଡ଼ : ପାଟଣାଗଡ଼ର ସ୍ଥାନୀୟ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କଠାରୁ ଅବକାରୀ ପୋଲିସ ୪୨ଟି ବୋତଲ କଫ ସିରପ ଜବତ କରିଛି । ଯୁବକ ଜଣକ ହେଉଛନ୍ତି, ଧୁମାଭଟା ଗ୍ରାମର ଧରଣୀଧର ପଧାନ(୪୧) । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ଉପନିରୀକ୍ଷକ କଣ୍ଟାବଞ୍ଜି ଏବଂ ବଲାଙ୍ଗିର ଅବକାରୀ ବିଭାଗ ସହାୟତାରେ ଏକ ସ୍ୱତନ୍ତ୍ର ଟିମ୍ […]
ପଶ୍ଚିମରେ ଅସହ୍ୟ ତାତି, ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ
Published On
By Samaya Live
ବଲାଙ୍ଗିର : ଏପ୍ରିଲ ୦୬: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି । ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିଥିଲା ବେଳେ ଗତକାଲି ଓ ଆଜି ୪୦ ଡିଗ୍ରୀ ଉପରକୁ ପାରେଦ ରହିଛି । ବଲାଙ୍ଗିରରେ ସର୍ବାଧିକ ୪୨.୬ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ା ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦.୫, ଭବାନୀପାଟଣା ୪୦.୬ ଓ ସୁବର୍ଣ୍ଣପୁରରେ ୪୦.୬ ଡିଗ୍ରୀ ପାରଦ ରହିଥିଲା […]
ବଲାଙ୍ଗିର ସଦର ବ୍ଲକ ସମୀକ୍ଷା କଲେ ନରସିଂହ
Published On
By Samaya Live
ବଲାଙ୍ଗିର: ନଭେମ୍ବର ୦୩ : ଗାଁ ଗଣ୍ଡାରେ ବିଧାୟକ ପାଣwି ହେଉ କି ଅନ୍ୟ ଅନୁଦାନ ହେଉ ସେଥିରେ ନିର୍ମାଣଧିନ ଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଶେଷ କରିବାରେ ବ୍ଲକ ସ୍ତରୀୟ ଅଧିକାରୀମାନେ ତପିରତା ପ୍ରକାଶ କରୁନାହାନ୍ତି । ଅନେକ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ କାମ ନ ହୋଇ ପଡିାହିଥିବା ଦେଖାଯାଉଛି । ଏପରିକି ୨୦୧୭-୧୮ ମସିହାରୁ ବିଧାୟକ ପାଣwିରୁ ଦିଆଯାଇଥିବା ଅନୁଦାନରୁ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ତେଣୁ […]
ଅସ୍ତ୍ରୋପଚାର ପରେ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍
Published On
By Samaya Live
ବଲାଙ୍ଗିର: ସେପ୍ଟେମ୍ବର ୧୮: ଅସ୍ତ୍ରୋପଚାର ପରେ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ ବୁର୍ଲା ଭୀମସାରର ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶୁକ୍ରବାର କରୁଣା ଭୋଇଙ୍କ ଅସ୍ତ୍ରୋପଚାର କରି ମଳଦ୍ୱାରରୁ ଗ୍ଲାସ୍ ବାହାର କରିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବୁଧବାର ସନ୍ଧ୍ୟା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅଧିନ ରାମଚନ୍ଦ୍ରପୁର ଗାଁର କରୁଣାକର ରାସ୍ତା ପାଶ୍ୱର୍କୁ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ସେଠାରେ ୩ ଜଣ […]
ସବୁଜିମା ହରାଉଛି ମଠଖାଇ: ରହିଛି ଇକୋଟୁରିଜମ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା
Published On
By Samaya Live
ବଲାଙ୍ଗିର: ସେପ୍ଟେମ୍ବର ୧୮: ବଲାଙ୍ଗିର ଏକ ବଣପାହାଡ ଘେରା ଜିଲ୍ଲା ଭାବରେ ପରିଗଣିତ । ସରକାରୀ ତଥ୍ୟରେ ଜିଲ୍ଲାର ପ୍ରାୟ ୧୭ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ତଥା ସବୁଜ ବଳୟ ରହିଛି । ମୁଖ୍ୟତଃ ମଠଖାଇ, ଗନ୍ଧମାର୍ଦ୍ଧନ, ଛତ୍ରଦାଣ୍ଡି, କିରିବାଞ୍ଜୀ, ତିଖାରୀ, ବେନ୍ଦେର, ଚାନ୍ଦଲି, ବର୍ଣ୍ଣେଇ ଇତ୍ୟାଦି ବଡବଡ ଜଙ୍ଗଲ ରହିଛି । ଜିଲ୍ଲାଟି ଗୋଟିଏ ଦିନରେ ଘଞ୍ଚ ଜଙ୍ଗଲ ଓ ବୃକ୍ଷରାଜି ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଥିଲା । କାଳକ୍ରମେ ଲୋକଙ୍କ ସଚେତନତାର ଅଭାବ ଓ […]
କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସରକାରଙ୍କ ଧୂଆଁବାଣ
Published On
By Samaya Live
ବଲାଙ୍ଗିର,ସେପ୍ଟେମ୍ବର ୯ : କେବିକେ ଅଞ୍ଚଳରେ ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଗତ ୨୦୧୪ରେ ରାଜ୍ୟସରକାର ଘୋଷଣା କରଥିଲେ । ସେହି ଦିନରୁ କେବିକେ ଅଞ୍ଚର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ ସ୍ଥାପନ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ହୋଇଛି । ରାଜ୍ୟର ତତକାଳିନ କୃଷିମନ୍ତ୍ରୀ ମଧ୍ୟ ବଲାଙ୍ଗିର ଗସ୍ତ ସମୟରେ ସରକାର ଏହାକୁ ବିଚାର କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ । ଜିଲ୍ଲାର ବିଧାୟକଗଣ,ସାଂସଦ ଏନେଇ ସରକାରଙ୍କ ପାଖରେ ଦାବି […]
ପାଟଣାଗଡ଼ରେ ପ୍ରତିବାଦର ସ୍ୱର
Published On
By Samaya Live
ବଲାଙ୍ଗିର: ସେପ୍ଟେମ୍ବର ୮: ବଲାଙ୍ଗିର ଜିଲା ପାଟଣାଗଡ ସହରର ତିନିଜଣ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସମୟରେ ସରକାରୀ ଚାକିରିଆ ଏବଂ ବ୍ୟବସାୟୀଙ୍କୁ ବ୍ଲାକ ମେଲିଙ୍ଗ କରି ଆସୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏପରିକି ବିଭିନ୍ନ ଥାନାରେ ମଧ୍ୟ ଏହି ଯୁବକମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସ୍ଥାନୀୟ ପୁଲିସକୁ ସାମ୍ବାଦିକର ଭୟ ଦେଖାଇ ଖସି ଯାଉଛନ୍ତି । କି;ୁ ଗତ ମାସ ୨ତାରିଖ ଖପ୍ରାଖୋଲ ରେଜଂର ଓ ଫରେଷ୍ଟରଙ୍କୁ […]

