Balabgir news
ଜିଲ୍ଲା  ଓଡ଼ିଶା 

ଓଡ଼ିଆ ଝିଅ ଜିତିଲେ ୨୦୨୨ ଗ୍ଳୋବାଲ ମିସ୍‌ ଏସିଆ ଇଣ୍ଟରନ୍ୟାସନାଲ ଇଣ୍ଡିଆ

ଓଡ଼ିଆ ଝିଅ ଜିତିଲେ ୨୦୨୨ ଗ୍ଳୋବାଲ ମିସ୍‌ ଏସିଆ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଭୁବନେଶ୍ୱର/ବଲାଙ୍ଗିର: ଓଡ଼ିଆ ଝିଅ ଡ଼. କାଜଲ ମହାପାତ୍ର ଫେସନ୍‌ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି । ଆଗ୍ରାଠାରେ ଦି ରିଟ୍ରିଟରେ ଜୁନ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଫେସନ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ନିଜର ଦକ୍ଷତା ବିଚକ୍ଷଣତା ଓ ବୁଦ୍ଧିମତାର ପ୍ରମାଣ ଦେଇ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛା ବଛା ୬୦ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରତିଯୋଗୀଙ୍କ ବିଭିନ୍ନ ଗୁଣାତ୍ମକ ଦକ୍ଷତାକୁ […]
Read More...
ଜିଲ୍ଲା 

ସେଲ୍‌ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ

ସେଲ୍‌ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ ବଲାଙ୍ଗିର : ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି । ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ®ି ନେବା ବେଳେ ଜୀବନ ଯାଇଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲେୱ ଷ୍ଟେସନରେ ଘଟିଛି । ଗୁରୁତର ଆହତ ଏହି ଯୁବକଙ୍କ ନାମ ଦୀପକ ମେହେର । ତାଙ୍କୁ ୨୦ ବର୍ଷ ହୋଇଛି । ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ । […]
Read More...
ଜିଲ୍ଲା 

କରୋନା କାଳରେ ଶ୍ରମିକଙ୍କୁ ପାଉଣା ପ୍ରଦାନରେ ସରକାର ହେଉଛନ୍ତି ଫେଲ- ନରସିଂହ

କରୋନା କାଳରେ ଶ୍ରମିକଙ୍କୁ ପାଉଣା ପ୍ରଦାନରେ ସରକାର ହେଉଛନ୍ତି ଫେଲ- ନରସିଂହ ବଲାଙ୍ଗିର: ଅକ୍‌ଟୋବର ୨୩: କରୋନା କାଳରେ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଯୋଜନା ମାଧ୍ୟମରେ କୋଟି କୋଟି ଶ୍ରମିକଙ୍କୁ ପାଉଣା ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ଉଭୟ ସରକାର । କି;ୁ ନରେଗା କାମ କରାଇ ବର୍ଷ ବର୍ଷ ଧରି ଶ୍ରମିକଙ୍କୁ ପାଉଣା ଦେଉନଥିବା ଅତି ଦୁଃଖର ବିଷୟ । ମନେରେଗା ଆଇନ ଅନୁସାରେ, ଶ୍ରମିକ କାମ କରିବା ୧୫ […]
Read More...

Advertisement