Baitarani Flood
ଓଡ଼ିଶା 

ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ : ଆରଡି-ମତୋ ରାସ୍ତାର ଡିହସାହି ଛକରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ

ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ :  ଆରଡି-ମତୋ ରାସ୍ତାର ଡିହସାହି ଛକରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ/ଆରଡି:ଅଗଷ୍ଟ ୨୭:(ଜିପ୍ର/ସବୁ୍ୟ):ଚଳିତ ଲଗାଣ ବର୍ଷାରେ ଯୋଗୁଁ ଭଦ୍ରକ ଜିଲ୍ଲାର ଆରଡି ଓ ଆଖପାଖ ଅଞ୍ଚଳରେ ପୁଣି ଫୁଲି ଉଠିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଉପର ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବାରୁ ବଡଧରଣ ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି। ଏପରିକି ବୈତରଣୀ ନଦୀର ମୁଆଁ ନିକଟରେ ନଦୀବନ୍ଧ ଦୀର୍ଘଦିନ ହେବ ଧସି ଯାଇଥିବାରୁ ସେଠାରେ ନଦୀବନ୍ଧ ଏବେ ବିପଦଜନକ ଭାବେ ରହିଥିବା ସ୍ଥାନୀୟ ଲୋକ ପ୍ରକାଶ […]
Read More...

Advertisement