baby's are facing the malnutrition problem in ganjam
ଜିଲ୍ଲା  ସ୍ୱାସ୍ଥ 

ଗଞ୍ଜାମରେ ଅପପୃଷ୍ଟି ରୋଗର ଶିକାର ହେଉଛନ୍ତି ପିଲା

ଗଞ୍ଜାମରେ ଅପପୃଷ୍ଟି ରୋଗର ଶିକାର ହେଉଛନ୍ତି ପିଲା ବ୍ରହ୍ମପୁର: ଅପ୍ରେଲ ୧୨: ଗଞ୍ଜାମରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାର ପିଲାମାନେ ପାଉନାହାଁନ୍ତି ପୁଷ୍ଟିକର ଖାଦ୍ୟ । ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ଶିଶୁ ଓ ମାର ସୁରକ୍ଷା ପାଇ ସରକାର ନାନା ଯୋଜନା କରିଛନ୍ତି। ଗର୍ଭଧାରଣ ଠାରୁ ଜନ୍ମ ପରେ ୫ବର୍ଷ […]
Read More...

Advertisement