atf
ଦେଶ- ବିଦେଶ 

ମହଙ୍ଗା ଉପରେ ମହଙ୍ଗା ମାଡ: ଏଥର ବିମାନ ଯାତ୍ରା ହେଲା ମହଙ୍ଗା

ମହଙ୍ଗା ଉପରେ ମହଙ୍ଗା ମାଡ: ଏଥର ବିମାନ ଯାତ୍ରା ହେଲା ମହଙ୍ଗା ନୂଆଦିଲ୍ଲୀ: ଜୁନ ୧୭: ଏଭିଏସନ ଟର୍ବାଇନ ଫ୍ୟୁଲର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହେଲା ହ ୍ରାସ । ଏଥିପାଇଁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଭାରତୀୟ ବିମାନ କମ୍ପାନୀଙ୍କ ଆଗରେ ଏବେ ଭଡ଼ା ବୃଦ୍ଧି ଛଡା ଅନ୍ୟ ପନ୍ଥା ନାହିଁ । ଅପରେଟିଂ କଷ୍ଟ ଆଫୋର୍ଡବଲ ରହୁ ସେଥିଲାଗି ବିମାନ ଭଡାରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ଜରୁରୀ ବୋଲି କହିଛନ୍ତି ସ୍ପାଇସ୍‌ ଜେଟ୍‌ ଏୟାରଲାଇନସ୍‌ ଚେୟାରମ୍ୟାନ ଅଜୟ ସିଂହ । ଜୁନ […]
Read More...

Advertisement