AT SURAJKUND
ରାଜନୀତି  ଦେଶ- ବିଦେଶ 

ଚିନ୍ତନ ଶିବିର ବୈଠକ ରେ ‘ପଞ୍ଚପ୍ରାଣ’ ର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ଚିନ୍ତନ ଶିବିର ବୈଠକ ରେ ‘ପଞ୍ଚପ୍ରାଣ’ ର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନୁଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ଦେଶର ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ନେଇ ଦୁଇ ଦିନିଆ ଚିନ୍ତନ ଶିବିର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଚିନ୍ତନ ଶିବିରର ଆଜି ଶେଷ ଦିନ Iଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଭଲ ପଦକ୍ଷେପ ପାଇଁ ରାଜ୍ୟମାନେ ପରସ୍ପରଠାରୁ ଶିଖିବା ଆବଶ୍ୟକ। ଏହି ସମୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର ଗୃହ ସଚିବ ଡିଜିପି, […]
Read More...

Advertisement