assembly politics
ରାଜନୀତି  ଦେଶ- ବିଦେଶ 

ମୋଦିଙ୍କ ଉପରେ ସଙ୍ଗିନ୍‌ ଅଭିଯୋଗ ଆଣିଲେ ମାନ୍‌

ମୋଦିଙ୍କ ଉପରେ ସଙ୍ଗିନ୍‌ ଅଭିଯୋଗ ଆଣିଲେ ମାନ୍‌ ଚଣ୍ଡିଗଡ: ମାର୍ଚ୍ଚ ୦୨: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ। ପଠାନକୋଟ ଆକ୍ରମଣ ସମୟରେ ସେନା ପଠାଇବା ବଦଳରେ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କଠୁ ୭.୫ କୋଟି ଟଙ୍କା ମାଗିଥିଲେ ବୋଲି ବିଧାନସଭାରେ ଅଭିଯୋଗ ଆଣିଲେ ମାନ। ସେ କହିଛନ୍ତି, ମୁଁ ଏବଂ ଆମ୍ ଆଦମୀ ପାର୍ଟିର ନେତା ସାଧୁ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଯାଇଥିଲୁ। ପଠାନକୋଟ୍ ଆକ୍ରମଣ ପରେ ସେନା ପଠାଇବାକୁ କହିଥିଲୁ। […]
Read More...

Advertisement