ARCHANA NAAG MONEY LAUNDRING CASE
ଓଡ଼ିଶା  ଅପରାଧ 

ଅର୍ଚ୍ଚନା ନାଗଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ଅର୍ଚ୍ଚନା ନାଗଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି ଭୁବନେଶ୍ୱ : ଅର୍ଚ୍ଚନା ନାଗ କଳା କାକାରନାମା ଘଟଣାରେ ଆକ୍ସନ ନେଇଛି ଇଡି I ନିଜ ଆୟ ର ସଠିକ ତଥ୍ୟ ଦେଇ ନପାରିବାରୁ ତାଙ୍କ ପଳାଶୁଣୀ ସତ୍ୟବିହାର ଘର ସହିତ ଅନ୍ୟାନ୍ୟ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ଇଡି I ଇଡିର ୪ଜଣିଆ ଟିମ୍ ଓ ଭାଲ୍ୟୁଏସନ ଟିମ୍ ଗୁରୁବାର ଦିନ ସକାଳ ୯ ଟା ବେଳେ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ କରିଛନ୍ତି । କେତେ ବର୍ଗଫୁଟର ଜମି ବିଲ୍ଡିଂରେ […]
Read More...

Advertisement