Aradi
ଓଡ଼ିଶା 

ଲଗାଣ ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି

ଲଗାଣ ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ/ଆରଡି: ଅଗଷ୍ଟ ୨୭:(ଜିପ୍ର/ସବୁ୍ୟ):ଗତ ୩ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପଶ୍ଚିମଦ୍ୱାରା ଓ ପାଦୁକ କୁଣ୍ଡ ଦେଇ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି ପସିଯିବା ଫଳରେ ମଣିବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯାଇଥିଲା । ଫଳରେ ବୁଧବାର ଭୋର ମଙ୍ଗଳ ଆଲତୀ ସମେତ ସକାଳ ନୀତିକାନ୍ତିରେ ସାମନ୍ୟ ବିଳମ୍ବ ଦେଖା ଦେଇଥିଲା । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ଲଗାଯିବା ପରେ ପାଣି […]
Read More...

Advertisement