anubhab's new video
ଓଡ଼ିଶା 

ପୁଣି ଆସିଲା ଆଉ ଏକ ଭିଡିଓ: ଅଜଣା ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ

ପୁଣି ଆସିଲା ଆଉ ଏକ ଭିଡିଓ: ଅଜଣା ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ କଟକ: ଜୁନ ୦୨: ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପତ୍ନୀ ବର୍ଷାଙ୍କୁ ଛାଡି ସେ ଏଥର ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି । ନାଁ ନନେଇ ପରୋକ୍ଷରେ ଖୁବ ଗାଳି କରିଛନ୍ତି । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର । ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅଭିନେତ୍ରୀ ଜଣଙ୍କ ଦୁଇ ବର୍ଷ ତଳେ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । […]
Read More...

Advertisement