anubhab nohanty
ମନୋରଞ୍ଜନ 

ଥାନାରେ ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା

ଥାନାରେ ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା କଟକ: ମଇ ୨୩: ଅନୁଭବ ଓ ବର୍ଷାଙ୍କ ବିବାଦରେ ଲାଗୁନି ବ୍ରେକ୍‌ । ପାରିବାରିକ ବିବାଦ କମିବା ବଦଳରେ ବଢୁଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲ ହେବା ପରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା । ସେ କହିଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅଋଚିକର ମନ୍ତବ୍ୟ ଦେଉଛନ୍ତି । ତାଙ୍କୁ ଅପମାନିତ କରିବା ଭଳି […]
Read More...

Advertisement