Anubhab Mohanty
ଜିଲ୍ଲା 

ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି

ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳି ଧିରେ ଧିରେ ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ୱାର୍‌ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍‌ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରି ଅନୁଭବ EDରେ ଫେରାଦ୍ ହୋଇଛନ୍ତି।ଅନୁଭବ ଅଭିଯୋଗ କରିଛନ୍ତି ଯେ, ଟିକସ ଫାଙ୍କିବା ପାଇଁ […]
Read More...
ଜିଲ୍ଲା 

ଥମୁନି ବର୍ଷା ଅନୁଭବ ବିବାଦ

ଥମୁନି ବର୍ଷା ଅନୁଭବ ବିବାଦ ସୋସିଆଲ ମିଡିଆରେ ବର୍ଷା ପ୍ରିୟ ଦର୍ଶିନିଙ୍କ ନାଁରେ ଅପପ୍ରଚାର ବନ୍ଦ ପାଇଁ ହାଇକୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଏଥିରେ ସେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି । ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସାଇବର ଥାନାରେ ଏତଲା ଦେଇଥିଲେ ବର୍ଷା । ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରିବା ପରେ ଅନୁଭବ ମହାନ୍ତିଙ୍କ […]
Read More...
ରାଜନୀତି  ଓଡ଼ିଶା 

ଦୁଖଃ ବଖାଣିଲେ ସାଂସଦ ଅନୁଭବ ମହାନ୍ତି

ଦୁଖଃ ବଖାଣିଲେ ସାଂସଦ ଅନୁଭବ ମହାନ୍ତି କଟକ: ମଇ ୧୯: ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି । ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି । ସେ କହିଛନ୍ତି, ୨୦୦୮ରେ ଯାହାଙ୍କୁ ନିଜଠାରୁ ଅଧିକ ଭଲ ପାଇଥିଲି, ତାଙ୍କୁ ୨୦୧୪ରେ ବାହା ହୋଇଥିଲି । ଏହି ବାହାଘର ଲାଗି ଉଭୟଙ୍କ ଘରେ ରାଜି ନଥିଲେ, ତଥାପି ବାହାଘର ହୋଇଥିଲା । ମହିଳା ବୋଲି ସେ […]
Read More...

Advertisement