Another shocking incident in Delhi: The car hit the scooter and dragged the young woman for 4 km.
ଦେଶ- ବିଦେଶ  ଅପରାଧ 

ଦିଲ୍ଲୀରେ ପୁଣି ଏକ ଛାତିଥରା ଘଟଣା : ସ୍କୁଟି କୁ ଧକ୍କା ଦେଇ ଯୁବତୀଙ୍କୁ ୪ କିଲୋମିଟର ଘୋଷାଡ଼ି ନେଲା କାର୍

ଦିଲ୍ଲୀରେ ପୁଣି ଏକ ଛାତିଥରା ଘଟଣା : ସ୍କୁଟି କୁ ଧକ୍କା ଦେଇ ଯୁବତୀଙ୍କୁ ୪ କିଲୋମିଟର ଘୋଷାଡ଼ି ନେଲା କାର୍ ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ରେ ଘଟିଯାଇଛି ପୁଣି ଏକ ଛାତି ଥରା ଘଟଣା I ଗତକାଲି ବିଳମ୍ବିତ ରାତିରେ ସ୍କୁଟି ରେ ଯାଉଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଧକ୍କା ଦେଇ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଛି ଏକ କାର I ଫଳରେ ଯୁବତୀ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି I ଏହି ଘଟଣାରେ କାର ରେ ଯାଉଥିବା ୫ ଜଣଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ I ଜଣେ ପ୍ରତ୍ୟକ୍ଷ ଦର୍ଶୀ […]
Read More...

Advertisement