ANOTHER LOW PRESSURE
ଓଡ଼ିଶା  ପାଣିପାଗ 

ଆସୁଛି ଆଉ ଏକ ଲଘୁଚାପ,୭ ଟି ଜିଲ୍ଲାକୁ ହାଇ ଆଲର୍ଟ

ଆସୁଛି ଆଉ ଏକ ଲଘୁଚାପ,୭ ଟି ଜିଲ୍ଲାକୁ ହାଇ ଆଲର୍ଟ ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ I ଲଘୁଚାପ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର I ଏହା ଧିରେ ଧିରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗ ଅଞ୍ଚଳରେ ଅବପାତ ରୂପ ନେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ସୃଷ୍ଟିହୋଇଥିବା #ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି, #୧୯ନଭେମ୍ବର ବେଳକୁ ଦକ୍ଷିଣ ବଙ୍ଗୋପସାଗର […]
Read More...
ଓଡ଼ିଶା  ପାଣିପାଗ 

ଦଶହରା ବେଳକୁ ଆଉ ଏକ ଲଘୁଚାପ

ଦଶହରା ବେଳକୁ ଆଉ ଏକ ଲଘୁଚାପ ଭୁବନେଶ୍ୱର : ଏଥର ଦଶହରାରେ ବହିଯିବି ଓଡିଶା । ଆସନ୍ତା ଅକ୍ଟୋବର ୧ ରୁ ଆସୁଛି ଆଉ ଏକ ଲଘୁଚାପ I ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହି ଲଘୁଚାପ ପ୍ରଭାବରେ ପୂଜା ସମୟରେ ବିଜୁଳି ଘଡ଼ଘଡି ସହ ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସୋଆ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି I କେନ୍ଦ୍ର […]
Read More...
ଓଡ଼ିଶା  ପାଣିପାଗ 

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ I ରାଜ୍ୟରେ ଆଉ ଏକ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି I ଗତକାଲି ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଅଚାନକ ବର୍ଷା ହୋଇଥିବାବେଳେ, ଆଜିଠାରୁ କେତେକ ଜିଲ୍ଲାରେ ଲାଗାଁ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ଦୁଇ ଦିନ ଧରି ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେଥିପାଇଁ ଆଜି ରାଜ୍ୟର ୮ କୁ ୟେଲୋ […]
Read More...
ଓଡ଼ିଶା  ପାଣିପାଗ 

ଆସୁଛି ଆଉ ଏକ ଲଘୁଚାପ,୭ ରୁ ବର୍ଷିବା ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ,୭ ରୁ ବର୍ଷିବା ସମ୍ଭାବନା ଆସୁଛି ଆଉ ଏକ ଲଘୁଚାପ I ୭ ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ IMD ସୂଚନା ଦେଇଛି। ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଇଛି । ବର୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି I ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବଢିଚାଲିଥିଲେ ମଧ୍ୟ ସେପ୍ଟେମ୍ବର ମାସ ପାଇଁ ପାଣିପାଗ ଆକଳନ ଅବସରରେ ଏହି ପୂର୍ବାନୁମାନ କରିଛି ଆଇଏମ୍‌ଡି। ସେହିପରି […]
Read More...
ଓଡ଼ିଶା  ପାଣିପାଗ 

ଓଡିଶା ମୁହାଁ ଆଉ ଏକ ଲଘୁଚାପ : ୧୨ ଘଣ୍ଟା ମଧ୍ୟରେ ହେବ ଘନୀଭୂତ

ଓଡିଶା ମୁହାଁ ଆଉ ଏକ ଲଘୁଚାପ : ୧୨ ଘଣ୍ଟା ମଧ୍ୟରେ ହେବ ଘନୀଭୂତ ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୁର୍ଣ୍ଣିବଳୟ I ଏହା ଆସନ୍ତା ୧୨ ଘଂଟାରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରେ ପରିଣତ ହେବାକୁ ଯାଉଛି I ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତ ର ରୂପ ନେବାକୁ ଯାଉଛି I ଫଳରେ ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରୁ ରାଜ୍ୟରେ ୩ ଦିନ ଯାଏ ପୁଣି ବର୍ଷା ଲାଗି ରହିବ I କେତେକ ଜିଲ୍ଲାରେ ପ୍ରବଳ ରୁ ଅତି […]
Read More...

Advertisement