Another +2 student commits suicide in the capital
ଓଡ଼ିଶା  ଅପରାଧ 

ରାଜଧାନୀରେ ପୁଣି ଜଣେ +୨ ଛାତ୍ରଙ୍କ ଆତ୍ମହତ୍ୟା

ରାଜଧାନୀରେ ପୁଣି ଜଣେ +୨ ଛାତ୍ରଙ୍କ ଆତ୍ମହତ୍ୟା ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା I ଜୀବନ କଣ ବୁଝିବା ଆଗରୁ ନେଇଯାଉଛନ୍ତି ନିଜ ଜୀବନ I ସେହିଭଳି ରାଜଧାନୀ ଭୁବନେଶ୍ୱର ରେ ପୁଣିଜଣେ +୨ ଛାତ୍ର ଆତ୍ମହତ୍ୟା କରିଛନ୍ତି I ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ । ତାଙ୍କ ଘର […]
Read More...

Advertisement