andhrapradesh politics
ରାଜନୀତି  ଦେଶ- ବିଦେଶ 

କ୍ୟାବିନେଟକୁ ସମ୍ପୂର୍ଣ ବଦଳିବେ ରେଡି

କ୍ୟାବିନେଟକୁ ସମ୍ପୂର୍ଣ ବଦଳିବେ ରେଡି ଆନ୍ଧ୍ରପ୍ରଦେଶ: ଅପ୍ରେଲ ୧୧: କ୍ୟାବିନେଟକୁ ସମ୍ପୂର୍ଣ ବଦଳିବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନୂଆ କ୍ୟାବିନେଟରେ ପଛୁଆ ବର୍ଗଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଏଥର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧିତ୍ୱକୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ନୂଆ କ୍ୟାବିନେଟରେ ବରିଷ୍ଠ, ଅଭିଜ୍ଞ ଏବଂ ଯୁବ ବର୍ଗଙ୍କୁ ସାମିଲ କରି ଏକ ସନ୍ତୁଳିତ ଶାସନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଜଗନ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ […]
Read More...

Advertisement