ambulance for supermarket in Taiwan
Feature 

ସୁପର ମାର୍କେଟ ଯିବା ପାଇଁ ଆମ୍ବୁଲାନ୍ସ

ସୁପର ମାର୍କେଟ ଯିବା ପାଇଁ ଆମ୍ବୁଲାନ୍ସ ତାଇୱାନ : ସୁପର ମାର୍କେଟ୍‌ ଯିବା ପାଇଁ ଆମ୍ବୁଲାନ୍ସର ବ୍ୟବହାର । ଘଟଣାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ପୂର୍ବ ଏସିଆରେ ଥିବା ଦେଶ ତାଇୱାନ । ସେଠିକାର ଜଣେ ବ୍ୟକ୍ତି ବର୍ଷେ ମଧ୍ୟରେ ପ୍ରାୟ ୩୯ଥର ଆମ୍ବୁଲାନ୍ସ ଡାକିଛନ୍ତି । ତେବେ ଏହି ଆମ୍ବୁଲାନ୍ସ ସେ ଡାକ୍ତରଖାନା ଯିବାକୁ ନୁହେଁ ବରଂ ସୁପର ମାର୍କେଟ ଯିବାକୁ ଡାକିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ତାଙ୍କୁ […]
Read More...

Advertisement