Allu Arjun
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଲିକ୍ ହେଲା ପୁଷ୍ପା ମୁଭିର ଷ୍ଟୋରୀ !
Published On
By Samaya Live
ହାଇଦ୍ରାବାଦ: ଜୁନ ୨୨: ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ପୁଷ୍ପା: ଦି ରାଇଜ୍ ସାରା ଭାରତରେ ଚହଳ ପକେଇ ଦେଇଥିଲା । ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ତିଆରି କରିବାକୁ ଅଣ୍ଟା ଭିଡିଥିବା ବେଳେ ଏହାର ନାଁ ପୁଷ୍ପା: ଦି ରୁଲ୍ ରହିଛି । ନିରମାତା କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ […]
ଓଟିଟିରେ ମୁକ୍ତିଲାଭ କଲା ଫିଲ୍ମ ପୁଷ୍ପା
Published On
By Samaya Live
ନୂଆଦିଲ୍ଲୀ : ଜାନୁଆରୀ ୧୪: ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପ। ଦି ର।ଇଜ୍ ଆମ।ଜନ ପ୍ର।ଇମ ଭିଡିଓରେ ମୁକ୍ତିଲ।ଭ କରିଛି । ଏହି ପିଲ୍ମଟି ଜ।ନୁଆରୀ ୭ରେ ତେଲୁଗୁ, ତ।ମିଲ, ମ।ଲ।ୟ।ଲମ୍ ଏବଂ କନ୍ନଡ ଭ।ଷ।ରେ ଓଟିଟି ପ୍ଲ।ଟଫର୍ମରେ ରିଲିଜ ହୋଇଥିଲ। । ତେବେ ଏହାର ହିନ୍ଦୀ ଭର୍ସନ ଆଜି ଓଟିଟି ପ୍ଲାଟଫର୍ମରେ ରିଲିସ୍ ହୋଇଛି। ଫିଲ୍ମର କ୍ୟ।ପସନ୍ ଦିଆଯାଇଛି ଯେ ଏହ। ଫିଲ୍ମ ନୁହେଁ .. ଫ।ୟ।ର । ବିଳମ୍ବିତ ର।ତିରେ ସୋସିଆଲ ମିଡିଆରେ […]
୧୦୦ କୋଟି ରେସରେ ସାମିଲ ହେଲା ଫିଲ୍ମ ପୁଷ୍ପା
Published On
By Samaya Live
ମୁମ୍ବାଇ: ଡିସେମ୍ବର ୨୦: ୨୦୨୧ ବର୍ଷ ତେଲୁଗୁ ସିନେ ଜଗତ ପାଇଁ ବେଶ ଲାଭଦାୟକ ରହିଛି। ସାଉଥର ଅନେକ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇବା ସହିତ ବିଦେଶ ଦର୍ଶକମାନଙ୍କୁ ମଧ୍ୟ ଆକାର୍ଷିତ କରିଛି। ଚଳିତ ଥର ବଡ ବଜେଟର ଫିଲ୍ମ ଆରଆରଆର ରିଲିଜ୍ ହେବା ପୂର୍ବରୁ ସାଉଥ ଷ୍ଟାର ଅଲ୍ଲì ଅର୍ଜୁନ ଓ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା: ଦ ରାଇଜ ବକ୍ସ ଅଫିସରେ ବେଶ ଧମାଲ ମଚାଇଥିବା ନଜରକୁ ଆସିଛି। ଫିଲ୍ମ ରିଲିଜର କେବଳ ୨ […]

