ALL SCHOOL ARE CLOSED
ଓଡ଼ିଶା 

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ ଧାମନଗର : ବିଧାୟକ ବିଷ୍ଣୁ ସେଠୀଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି I ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭.୩୫ ରେ ତାଙ୍କର ପରଲୋକ ହୋଇଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା I ଏନେଇ ଏମ୍‌ସ ଆଡିସିନାଲ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ବିୟୋଗରେ ସମସ୍ତ ଦଳର ରାଜନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି I ସେ ବିଜେପିର […]
Read More...

Advertisement