all preparation done for the yatra
ଓଡ଼ିଶା 

ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ଭୁବନେଶ୍ୱର: ଜୁନ୍‌ ୦୧: ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ର୍ନିବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗକୁ ଛାଡି ଅନ୍ୟ ସମସ୍ତ ନିଯୋଗର ସଭାପତି ଯୋଗ ଦେଇଥିଲେ । ଠାକୁରଙ୍କ ଜମି ବିବାଦକୁ କେନ୍ଦ୍ର କରି ଏହି ଦୁଇ ନିଯୋଗ ବୈଠକରେ ସାମିଲ ହୋଇନଥିଲେ । ମତାନ୍ତର ମଧ୍ୟରେ ବି ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ […]
Read More...

Advertisement