All party meet on November 30
ଦେଶ- ବିଦେଶ 

୩୦ରେ ସର୍ବଦଳୀୟ ବୈଠକ ଡାକିଲେ ରିଜିଜୁ

୩୦ରେ ସର୍ବଦଳୀୟ ବୈଠକ ଡାକିଲେ ରିଜିଜୁ ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ମାସ ୧ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଚଳିତମାସ ୩୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ପଡ଼ି ରହିଥିବା ବିଲ୍‌ ସଂପର୍କରେ ବିରୋଧୀ ଦଳଗୁଡ଼ିକୁ ବୈଠକରେ ଅବଗତ କରାଯିବାର...
Read More...

Advertisement