Air India Express flight Catches Fire
ଦେଶ- ବିଦେଶ 

ଉଡ଼ନ୍ତା ବିମାନରେ ନିଆଁ

ଉଡ଼ନ୍ତା ବିମାନରେ ନିଆଁ ନୂଆଦିଲ୍ଲୀ : ଉଡ଼ୁଥିବାବେଳେ ମଝି ଆକଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ରେ ଲାଗିଗଲା ନିଆଁ। ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ୧୮୪ ଜଣ ଯାତ୍ରୀଙ୍କୁ ଧରି ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ B737-800 ବିମାନ ଆବୁ ଧାବିରୁ କାଲିକଟ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜାଣିବା ପରେ ବିମାନଟିକୁ ଆବୁଧାବି ବିମାନବନ୍ଦରରେ ଜରୁରୀକାଳୀନ […]
Read More...

Advertisement