Agriculture in Odisha
ଜିଲ୍ଲା 

ବରଗଡ଼ରେ ଖୋଲିଲା ପୂର୍ବଭାରତର ସର୍ବବୃହତ ଶୀତଳ ଭଣ୍ଡାର

ବରଗଡ଼ରେ ଖୋଲିଲା ପୂର୍ବଭାରତର ସର୍ବବୃହତ ଶୀତଳ ଭଣ୍ଡାର ବରଗଡ଼ : ଚାଷୀଙ୍କ ପାଇଁ ଖୁସି ଖବର । ଭାରତର ସର୍ବବୃହତ ବିହନ କମ୍ପାନୀ ‘ନୁ୍ୟଜିଭେଡୁ ବିହନ ଲିମିଟେଡ୍‌’ ଭାରତୀୟ ଚାଷୀଙ୍କୁ ବିହନ ଠିକ୍‌ ସମୟରେ ଯୋଗାଇବା ପାଇଁ ଅଧିକ ପ୍ରକ୍ରିୟାକରଣ ସୁବିଧା ଯୋଗାଉଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରୀ ଅଧିକାରୀଙ୍କ ଦ୍ୱାରା ବରଗଡ଼ରେ ଓଡ଼ିଶାର ନୂତନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ପ୍ଲାଣ୍ଟ ଖୋଲିଛି ନୁ୍ୟଜିଭେଡୁ କମ୍ପାନୀ । ବରଗଡ଼ରେ ନ୍ୟୁଜିଭେଡୁ ଦ୍ୱାରା ହୋଇଥିବା କମ୍ପାନୀକୁ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ଏବଂ […]
Read More...
ଓଡ଼ିଶା  କୃଷି 

ବର୍ଷା ଅଭାବଜନିତ ପରିସ୍ଥିତିର ମୁକାବିଲା ନେଇ ବୈଠକ କଲେ ମୁଖ୍ୟ ଶାସନ ସଚିବ

ବର୍ଷା ଅଭାବଜନିତ ପରିସ୍ଥିତିର ମୁକାବିଲା ନେଇ ବୈଠକ କଲେ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର: ଅଗଷ୍ଟ ୨୩: ବର୍ଷାର ଅଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ । । ଉକ୍ତ ବୈଠକରେ ସମସ୍ତ ବିଭାଗର ସଚିବ ଏବଂ ଜିଲ୍ଲାପାଳମାନଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ମଧ୍ୟ ଉପସ୍ଥିତ ରହିଥିଲେ । ଆବଶ୍ୟକଠାରୁ କମ୍‌ ବର୍ଷା ହେବା ଦ୍ୱାରା ରାଜ୍ୟର ବହୁ ଜିଲ୍ଲାରେ […]
Read More...
ଓଡ଼ିଶା 

କେନ୍ଦ୍ର ନିକଟରେ ମନ୍ତ୍ରୀ ଅରୁଣଙ୍କ ଦାବି;ଜୁନ୍‌-ଜୁଲାଇର ନିଅଣ୍ଟିଆ ସାର ଯୋଗାଣ କରାଯାଉ

କେନ୍ଦ୍ର ନିକଟରେ ମନ୍ତ୍ରୀ ଅରୁଣଙ୍କ ଦାବି;ଜୁନ୍‌-ଜୁଲାଇର ନିଅଣ୍ଟିଆ ସାର ଯୋଗାଣ କରାଯାଉ ଭୁବନେଶ୍ୱର: ଅଗଷ୍ଟ ୧୯: ଓଡ଼ିଶା ପାଇଁ ଜୁନ୍‌ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ କରାଯାଉ । ଅଗଷ୍ଟ ମାସରେ ବାକି ୧ ଲକ୍ଷ ୩ ହଜାର ମେଟ୍ରିକ‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି । ତେଣୁ ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି । […]
Read More...

Advertisement