AGNIPATH YOGNA
ଦେଶ- ବିଦେଶ 

ଅଗ୍ନିବୀରମାନଙ୍କ ପାଇଁ ସେନାରେ ୧୦ ପ୍ରତିଶତ ସଂରକ୍ଷଣ

ଅଗ୍ନିବୀରମାନଙ୍କ ପାଇଁ ସେନାରେ ୧୦ ପ୍ରତିଶତ ସଂରକ୍ଷଣ ନୂଆଦିଲ୍ଲୀ: ଜୁନ ୧୮: ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେଉଛି । ଏହା ସତ୍ତେ୍ୱଏକ ବଡ଼ ଘୋଷଣା ହୋଇଛି । ଅଗ୍ନିବୀରଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଅଗ୍ନିବୀରମାନଙ୍କୁ ସିଆରପିଏଫ୍‌, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ । ଗୃହମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତିରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦିଆଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହ ନିଯୁକ୍ତି […]
Read More...

Advertisement