after pregnant Indian tourist dies
ବିଶ୍ବ  ସ୍ୱାସ୍ଥ 

ପର୍ତ୍ତୁଗାଲରେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ,ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପର୍ତ୍ତୁଗାଲରେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ,ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ପର୍ତ୍ତୁଗାଲ : ‘ଅତିଥି ଦେବୋ ଭଵ’ ର ବାସ୍ତବତା ପର୍ତ୍ତୁଗାଲ ରେ ଦେଖିବାକୁ ମିଳିଛି I ନିଜର ନୈତିକ ମୂଲ୍ୟବୋଧ ର ପରିଚୟ ଦେଇ ଅତିଥିଙ୍କ ଜୀବନ ରକ୍ଷା କରି ନ ପାରିବIରୁ,ପର୍ତ୍ତୁଗାଲ ସରକାର ଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦ ରୁ ଇସ୍ତଫା ଦେଇଛନ୍ତି I ମଙ୍ଗଳବାର ଦିନ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ଥିବା ଏକ ଡାକ୍ତରଖାନାରୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଜଣେ ୩୪ ବର୍ଷିୟ ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ହୃଦଘାତରେ ମୃତ୍ୟୁ […]
Read More...

Advertisement